ଭୁବନେଶ୍ବର : ରାଜ୍ୟର ପ୍ରାୟ ୧୦ ହଜାର ଗାଁକୁ ସବୁଦିନିଆ ସଡ଼କ ସ˚ଯୋଗ ନାହିଁ। ସ୍ବାସ୍ଥ୍ୟ ବିଭାଗର ଖବର ଅନୁଯାୟୀ ରାଜ୍ୟର ୭୩୩୨ଟି ଗାଁକୁ ଆମ୍ବୁଲାନ୍ସ ଯାଇପାରୁନାହିଁ। ଏହି ଗାଁଗୁଡ଼ିକୁ ଅପହଞ୍ଚ ଇଲାକା ଭାବେ ଚିହ୍ନଟ...