ଗଞ୍ଜାମ ୧୪/୬ : କବିସୂର୍ୟ୍ୟନଗର ଗୁଡିଆଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଦୁଇ ଭଉଣୀ ବିଷପାନ କରି ନିଜ ଜୀବନ ହାରିଛନ୍ତି । ସେମାନେ ହେଲେ ଦୀପା ଭୂୟାଁ ଓ ଜିତା...
ଭୁବନେଶ୍ବର ୧୩/୬ : ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟରେ ଖାଲି ପଡିଥିବା ଅଧ୍ୟପକ ପଦବୀ ଅତିଶୀଘ୍ର ପୂରଣ ହେବ ବୋଲି ବିଶ୍ୱବିଦ୍ୟାଳୟ ଭିସିଙ୍କ ସହ ବୈଠକ ପରେ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ।...
ପୁରୀ ୧୩/୬ : ଟ୍ରକ ବାଇକକୁ ଧକ୍କା ଦେବା ଫଳରେ ଜଣେ ମହିଳା ମୃତ୍ୟୁବରଣ କରିଥିବା ବେଳେ ତାଙ୍କ ପତି ଗୁରୁତର ଆହତ ହୋଇଛନ୍ତି । ସୂଚନାନୁସାରେ, ଆଜି ଦିନ ପ୍ରାୟ ୨ଟାରେ ସତ୍ୟବାଦୀ ବ୍ଲକ...
ଭୁବନେଶ୍ୱର ୧୩/୬ : ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଜୁଲାଇ ୦୮ରୁ ଆରମ୍ଭ ହେବ । ପରିଷଦ ସଂପାଦକ ରାମାଶିଷ ହାଜରା ସୂଚନା ଦେଇଛନ୍ତି । ଚଳିତ ବର୍ଷର ମାଟ୍ରିକ ପରୀକ୍ଷାରେ ମୋଟରେ ପାସ ମାର୍କ ରଖି...
ଭୁବନେଶ୍ୱର ୧୩/୬ : ଆୟବର୍ହିଭୂତ ସମ୍ପତ୍ତି ଠୂଳ ମାମଲାରେ ଉଚ୍ଚଶିକ୍ଷା ବିଭାଗ ଅଡିଟରଙ୍କ ଘରେ ରେଡ ହୋଇଥିବା ନେଇ ମିଳିଛି ସୂଚନା ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ ଉଚ୍ଚ ଶିକ୍ଷା...
ଭୁବନେଶ୍ୱର ୧୩/୬ : ଆର୍ପିଏଫ୍ ପକ୍ଷରୁ ରେଳ ଯାତ୍ରୀଙ୍କ ପାଇଁ ଦେୟମୁକ୍ତ ଫୋନ୍ ନମ୍ବର ୧୮୨ । ଆର୍ପିଏଫ୍ ପକ୍ଷରୁ ଜାରି ଏହି ନମ୍ବର ମାଧ୍ୟମରେ ଯାତ୍ରୀ ଯେ କୌଣସି ସହାୟତା ପାଇପାରିବେ । ଫୋନ୍...
ପୁରୀ ୧୩/୬ : ମହାପ୍ରଭୁ ରଥଯାତ୍ରାରେ ଶ୍ରୀମନ୍ଦିରରୁ ବାହାରିଲା ପରେ ମରାମତି କାର୍ୟ୍ୟ ଆରମ୍ଭ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି। ଏଏସ୍ଆଇ ଓ ପୂର୍ତ୍ତ ବିଭାଗକୁ ସେହି ଅନୁଯାୟୀ ପ୍ରସ୍ତୁତି ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।...
ଭୁବନେଶ୍ୱର ୧୨/୬ : ୬ଟି ଜିଲ୍ଲାକୁ ଘଡଘଡି ସହ ବର୍ଷା ହେବା ନେଇ ଆଗୁଆ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସନ୍ଧ୍ୟା ୭ଟା ୩୦ ମିନିଟ୍ ମଧ୍ୟରେ ରାଜ୍ୟର ୬ଟି...
କୋରାପୁଟ ୧୨/୬ : କୋରାପୁଟରୁ ୭୫କେଜି ଗଞ୍ଜେଇ ଜବତ ହୋଇଛି । ବାରମ୍ବାର କୋରାପୁଟ ଜିଲ୍ଲାରୁ ଗଞ୍ଜେଇ ଜବତ କରାଯାଉଛି । ଆଜି ପୁଣି କୋରାପୁଟ ଜିଲ୍ଲା ପୋଲିସ କୁନ୍ଦୁରା ଅଂଚଳରୁ ଗଞ୍ଜେଇ ଚାଲାଣ ସମୟରେ...
ବାଲେଶ୍ୱର ୧୨/୬ : ନୀଳଗିରି ଅଞ୍ଚଳରେ ଝାଡ଼ଖଣ୍ଡୀଙ୍କ ଆତଙ୍କ ଦେଖାଦେଇଛି । ଏକ ଝାଡ଼ଖଣ୍ଡୀ ହାତୀପଲ ପଶି ଆସିଛନ୍ତି । ଏହି ହାତୀ ପଲରେ ୪୦ଟି ହାତୀ ଥିବାବେଳେ ସେଥିମଧ୍ୟରେ ୫ଟି ଛୁଆ ହାତୀ ରହିଛନ୍ତି...