କଂଟାବାଞ୍ଜି ୧/୬ : ବଲାଙ୍ଗିର୍ କଂଟାବାଞ୍ଜି ବିଧାନସଭା ନିର୍ବାଚନରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ଆଣିଛନ୍ତି ଲୋକେ । ଯାହାକୁ ନେଇ ଲୋକ ଅସନ୍ତୋଷ ପ୍ରକାଶ କରିବା ସହ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଖଲ...
ବ୍ରହ୍ମପୁର ୧/୬ : କଂଗ୍ରେସ ପ୍ରାର୍ଥୀ ମନୋଜ ଜେନା ହତ୍ୟା ମାମଲାରେ ପୋଲିସକୁ ମିଳିଛି ବଡ ସଫଳତା । ଗତାକାଲି ରାତିରେ ବ୍ରହ୍ମପୁର ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଏନକାଉଂଟର କରିଛି । ପୋଲିସର ଗୁଳିରେ ଦୁର୍ଦ୍ଦାନ୍ତ...
ନୟାଗଡ଼ ୩୧/୫ : ଦାଦନ କଟିବାକୁ ଯାଉଥିବା ବ୍ୟକ୍ତି ଅକଥନୀୟ ନିର୍ୟ୍ୟାତନା ଶୀକାର ହେଉଛନ୍ତି । ପୁଣି ଅନୁରୂପ ଏକ ଘଟଣା ସାମ୍ନାକୁ ଆସିଛି । ଦୁବାଇରେ ପ୍ରାୟ ୧୦ଜଣ ଓଡ଼ିଆ ଶ୍ରମିକ ଫସି ରହିଥିବା...
ବାଲେଶ୍ୱର ୩୧/୫: ତଦନ୍ତ କରିବାକୁ ଆସି କର୍ଣ୍ଣାଟକ ପୋଲିସ ହଟହଟା ଏପରି ଏକ ଖବର ଆସିଛି ବାଲେଶ୍ୱର ଜିଲ୍ଲା ତାଳକୁରୁଣିଆ ଗ୍ରାମରୁ । ସୂଚନାନୁସାରେ, ଆଜି ସକାଳେ କର୍ଣ୍ଣାଟକ ପୋଲିସ ଜଣେ ଅଭିଯୁକ୍ତକୁ ଖୋଜିବାକୁ ଆସି...
ଭୁବନେଶ୍ୱର ୩୧/୫ : ଧର୍ମେନ୍ଦ୍ର ପ୍ରଧାନ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଥିବାବେଳେ ପ୍ରତାପ ଷଢ଼ଙ୍ଗୀ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଧର୍ମେନ୍ଦ୍ର ପ୍ରଧାନ ଦ୍ୱିତୀୟ ଥର ପାଇଁ କେନ୍ଦ୍ରମନ୍ତ୍ରୀ ହୋଇଥିବା ବେଳେ ପ୍ରତାପ...
କଳାହାଣ୍ଡି ୩୦/୫ : କଳାହାଣ୍ଡି ଜିଲ୍ଲାରେ ଆଜି ଜଣେ ମହିଳାଙ୍କୁ ହାତୀ କଚାଡ଼ି ଦେଇଛି । ସୂଚନା ମୁତାବକ, କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଅନ୍ତର୍ଗତ ନର୍ଲା ରେଞ୍ଜର ତେରେଲୋ ଗାଁ ଜଙ୍ଗଲରେ ଜଣେ ମହିଳାଙ୍କୁ...
ନୂଆପଡା ୩୦/୫ : ନୂଆପଡା ଗ୍ରାମରେ ଥିବା ପୋଖରୀରେ ବୁଡି ଗୋଟିଏ ପରିବରର ଦୁଇ ଭଉଣୀ ପ୍ରାଣ ହରାଇଛନ୍ତି । ଆଜି ସକାଳେ ଗ୍ରାମର ଦୁଇ ଯୁବତୀ ଗାଧୋଇବାକୁ ପୋଖରୀକୁ ଯାଇଥିଲେ । କିନ୍ତୁ ଅସାବଧାନତା...
ଭୁବନେଶ୍ୱର ୩୦/୫ : ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ । ବିଧାନସଭାରେ ଶପଥ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ସମେତ ନବ ନିର୍ବାଚିତ ବିଧାୟକମାନେ ବିଧାନସଭାରେ ଶପଥ ନେଉଛନ୍ତି । ଶପଥ ପାଠ...
ଭୁବନେଶ୍ୱର ୩୦/୫ : ମୟୂରଭଞ୍ଜ ଜିଲ୍ଲାରୁ ଏକମାତ୍ର ମନ୍ତ୍ରୀ ଭାବେ ଶପଥ ନେଇଥିଲେ ସୁଦାମ ମାରାଣ୍ଡି। ସେ ସାନ୍ତାଳୀ ଭାଷାରେ ଶପଥ ଗ୍ରହଣ କରିଥିଲେ। ଏହା ବେଶ୍ ଆଲୋଚନାର ବିଷୟ ହୋଇଥିଲା। ରଣେନ୍ଦ୍ର ପ୍ରତାପ ସ୍ୱାଇଁ...
ଭୁବନେଶ୍ୱର ୩୦/୫ : ନନ୍ଦନକାନରେ ଏକମାତ୍ର ଓରାଙ୍ଗଉଟାନର ବିନିର ମୃତ୍ୟୁ । ଶ୍ୱାସନଳୀ ସଂକ୍ରମଣ ଓ ବୟସାଧିକ୍ୟ କାରଣରୁ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ କେମିତି ହେଲା ମୃତ୍ୟୁ ସେନେଇ ନନ୍ଦନକାନନ କତୃପକ୍ଷଙ୍କ ପକ୍ଷରୁ...