ଭୁବନେଶ୍ୱର ୨୯/୫ : ନବୀନଙ୍କ ସହ ନବୀନ ମନ୍ତ୍ରୀମଣ୍ଡଳ ବି ଆଜି ଶପଥ ନେଇଛି । ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବିକ୍ରମ କେଶରୀ ଆରୁଖ, ପ୍ରଫୁଲ୍ଲ ମଲ୍ଲିକ, ନିରଂଜନ ପୂଜାରୀ, ପଦ୍ମନାଭ ବେହେରା, ପ୍ରତାପ ଜେନା,...
ଝାରସୁଗୁଡା ୨୯/୫ : ଟ୍ରକ୍ ଧକ୍କାରେ ଚାଲିଗଲା ୩ ଜୀବନ । ଆଜି ପୂର୍ବାହ୍ନ ସାଢ଼େ ଏଗାରଟା ପରେ ୪୯ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ପିପିଲିପାଲି ଗୌଡ଼ପଡ଼ା ନିକଟରେ ଗୋଟାଏ କୋଇଲା ଟ୍ରକ୍ ଏବଂ...
ଭୁବନେଶ୍ୱର ୨୯/୫ : ଶପଥ ପରେ ସଚିବାଳୟରେ ପାଦ ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲଗାତାର ପଞ୍ଚମ ଥର ପାଇଁ ରାଜ୍ୟରେ ସରକାର ଗଢ଼ିବା ପରେ ସଚିବାଳୟରେ ପହଁଚି କାର୍ୟ୍ୟଭାର ଦାୟିତ୍ୱ ନେଇଛନ୍ତି ମୁଖ୍ୟମନ୍ତ୍ରୀ...
ଭୁବନେଶ୍ୱର ୨୯/୫ : ଟ୍ୱିଟରରେ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇଲେ ନରେନ୍ଦ୍ର ମୋଦି । ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚମ ଥର ପାଇଁ ଶପଥ ଗ୍ରହଣ କରିଛନ୍ତି । ବିଧାନସଭା ନିର୍ବାଚନରେ ବିଜେଡିର ବଡ...
ଭୁବନେଶ୍ୱର ୨୯/୫ :ନବୀନଙ୍କ ସହ ପଞ୍ଚମ ପାଳିର ନୂଆ ଟିମ୍ ତଥା ନବୀନଙ୍କ ମନ୍ତ୍ରୀମଣ୍ଡଳ ସମସ୍ତ ସଦସ୍ୟ ଗଣ ଶପଥ ନେଇଛନ୍ତି । ପ୍ରଦର୍ଶନୀ ପଡିଆରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ନବୀନଙ୍କ ମନ୍ତ୍ରୀମଣ୍ଡଳଙ୍କୁ...
ଭୁବନେଶ୍ୱର ୨୯/୫ : ପଂଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନବୀନ ପଟ୍ଟନାୟକ । ଲଗାତାର ପଚଂମ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବାକୁ ଯାଉଛନ୍ତି ନବୀନ ପଟ୍ଟନାୟକ । ବିଧାନସଭା ନିର୍ବାଚନରେ...
ଭୁବନେଶ୍ୱର ୨୯/୫ : ନବୀନଙ୍କ ପଞ୍ଚମ ପାଳିରେ ଆଜି ଶପଥ ନେବାକୁ ଯାଉଥିବା ମନ୍ତ୍ରିମଣ୍ଡଳରେ ସେମାନଙ୍କ ମଧ୍ୟରୁ ୮ ଜଣ ବାଦ୍ ପଡ଼ିଛନ୍ତି। ସେମାନେ ହେଲେ ବଦ୍ରି ନାରାୟଣ ପାତ୍ର, ପ୍ରଫୁଲ୍ଲ ସାମଲ, ଶଶିଭୂଷଣ ବେହେରା,...
ପାରାଦୀପ ୨୮/୫ : ୨୪ ଘଂଟା ଭିତରେ ପୂର୍ବରୁ ୨୭ଟି ଜାହାଜ ପାରାଦୀପ ବନ୍ଦର ପୋତାଶ୍ରୟରେ ଚଳାଚଳ କରିଥିବା ବେଳେ ଗତକାଲି ୩୦ଟି ଜାହାଜ ଚଳାଚଳ କରି ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି । ଗୋଟିଏ...
ଭୁବନେଶ୍ୱର ୨୭/୫ : ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ପ୍ରାୟ ସମସ୍ତ ସ୍ଥାନରେ ପାରଦ ଲଗାତର ଭାବେ ୪୦ଡିଗ୍ରି ଉପରେ ରହୁଥିବାବେଳେ ୫ରୁ ଅଧିକ ସହରରେ ପାରଦ ଗତ ତିନି ସପ୍ତାହ ହେଲା ୪୨ରୁ ୪୬...
ପୁରୀ ୨୮/୫ : ରଥଯାତ୍ରା ମାସକ ପୂର୍ବରୁ ପ୍ରସ୍ତୁତି ବୈଠକ କରିଛନ୍ତି ପୋଲିସ୍ ମହାନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା । ବୈଠକ ପରେ ଡିଜିପି କହିଛନ୍ତି କି, ବାତ୍ୟା ଫୋନି ପ୍ରଭାବରେ ପୁରୀ ଅଧିକ ପ୍ରଭାବିତ...