କେନ୍ଦ୍ରାପଡା ୧୬/୫ : ଆଜି ଅପରାହ୍ନରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ନବୀନ ପଟ୍ଟନାୟକ ଫୋନି କ୍ଷୟକ୍ଷତି, ରିଲିଫ ଓ ପୁନରୁଦ୍ଧାର କାମର ସମୀକ୍ଷା କରିଛନ୍ତି । ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, କେନ୍ଦ୍ରାପଡାରେ ପାନୀୟ ଜଳ...
ଭୁବନେଶ୍ୱର ୧୬/୫ : ବାତ୍ୟା ଫୋନିର ଭରଣା ପାଇଁ ଓଡିଶା ଆପଣେଇବ କେରଳ ମଡେଲ । ବ୍ୟାଙ୍କର୍ସ, ଇନସ୍ୟୁରାନ୍ସ ଓ ଟେଲିକମ କମ୍ପାନୀଙ୍କ ସହ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଅଧିକାରୀ ଏ ନେଇ ଆଜି...
ଭୁବନେଶ୍ୱର ୧୬/୫ : ଟ୍ରେନ୍ ଲାଇନରେ ପଡ଼ି ଛଟପଟ ହେଉଥିବା ଯୁବକଙ୍କୁ ୩ କିଲୋମିଟର କାନ୍ଧରେ ବୋହିଲେ ହାବିଲଦାର । ଟ୍ରେନ୍ ଲାଇନ କଡ଼ରେ ରକ୍ତାକ୍ତ ଅବସ୍ଥାରେ ଛଟପଟ ହେଉଥିବା ଜଣେ ରେଳଯାତ୍ରୀଙ୍କୁ ଉଦ୍ଧାର କରି...
ପୁରୀ ୧୫/୫ : ପୁରୀବାସୀଙ୍କ ପାଇଁ ପ୍ୟାକେଜ୍ ଘୋଷଣା କରିଛନ୍ତି ନବୀନ । ପ୍ରତି ପରିବାରକୁ ୨.୫ ଲିଟର୍ ଲେଖାଏଁ କିରୋସିନି ପ୍ରଦାନ କରାଯିବ । ୧୦ ଦିନ ଅନ୍ତରରେ ଲୋକଙ୍କ ପାଖକୁ କିରୋସିନି ପହଞ୍ଚିଯିବ...
କୋଣାର୍କ ୧୫/୫ : ଛାରଖାର ହୋଇଯାଇଛି ବାଲୁଖଣ୍ଡ ଅଭୟାରଣ୍ୟ । ବାତ୍ୟା ଉଜାଡି ଦେଇଛି ଅଭୟାରଣ୍ୟର ସବୁଜିମା । ଜୁଆଡେ ଅନେଇଲେ ବିପର୍ୟ୍ୟୟର ବିକଳ ଚିତ୍ର । ଗଛ ଗୁଡିକ ମୂଳରୁ ଉପୁଡି ଭୂଇଁରେ ଲୋଟିଛି...
କାକଟପୁର ୧୫/୫ : ବାତ୍ୟା ସହାୟତା ବଂଟନରେ ବ୍ୟାପକ ଦୁର୍ନୀତି କରାଯାଉଥିବା ଅଭିଯୋଗ କରି ହଙ୍ଗାମା କରିଛନ୍ତି ବାତ୍ୟା ବିପନ୍ନ । ଏଭଳି ସାଂଘାତିକ ଅଭିଯୋଗ ଆସିଛି ପୁରୀ ଜିଲ୍ଲା ଅସ୍ତରଙ୍ଗରୁ । ସରକାରଙ୍କ ପକ୍ଷରୁ...
ଭୁବନେଶ୍ୱର ୧୫/୫ : ଫୋନିରେ ନଷ୍ଟ ହୋଇଛି ୧୨ ହଜାର କୋଟିର ସମ୍ପତି । ପୁରୀ, ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ଫୋନିର ପ୍ରକୋପ ଅଧିକ ଦେଖିବାକୁ ମିଳିଛି । ଆଉ ଏସବୁ ଭିତରେ ବାତ୍ୟା...
ପୁରୀ ୧୫/୫ : ଆଜିଠୁ ପୁରୀ କୁ ପର୍ଯ୍ୟାୟକ୍ରମେ ବିଜୁଳି ଯୋଗାଣ ଆରମ୍ଭ । ପ୍ରଥମେ ଆଜି ବଡଦାଣ୍ଡକୁ ବିଜୁଳି ଆସିପାରେ । ୧୨ ତାରିଖ ସୁଦ୍ଧା ଶ୍ରୀମନ୍ଦିର ଓ ବଡଦାଣ୍ଡକୁ ବିଜୁଳି ସଂଯୋଗ କରାଯିବ...
ଭୁବନେଶ୍ୱର ୧୫/୫ :ଭୁବନେଶ୍ୱରରେ ଫନି କ୍ଷୟକ୍ଷତି ଅନୁଧ୍ୟାନ କରୁଛନ୍ତି କେନ୍ଦ୍ରୀୟ ଟିମ୍। ପ୍ରଥମେ କଳିଙ୍ଗ ଷ୍ଟାଡିୟମ ଯାଇ କ୍ଷୟକ୍ଷତିର ଆକଳନ କରିଛନ୍ତି । ରାଜଧାନୀର ଅନ୍ୟ ଅଂଚଳକୁ ଯାଇ ମଧ୍ୟ ଅନୁଧ୍ୟାନ କରିବେ । ତାପରେ...
ବାଲେଶ୍ୱର ୧୪/୫ : ବାଲେଶ୍ୱରରେ ପ୍ରଥମ କାଳବୈଶାଖୀ । ଆଉ ଏହାର ପ୍ରଭାବରେ ପ୍ରବଳ ବେଗରେ ପବନ ବହୁଛି । ଘଡ଼ଘଡ଼ି ଓ ବିଜୁଳି ମାରିବା ସହ ବାଲେଶ୍ୱରରେ ବର୍ଷା ମଧ୍ୟ ହେଉଛି । ତେବେ...