ଭୁବନେଶ୍ୱର ୨/୫ : ପୁରୀ ଠାରୁ ୪୨୦ କିମି ଦୂରରେ ରହିଛି ବାତ୍ୟା ଫୋନି । ତେବେ ଫାଇଲିନ୍ ଠାରୁ ଫୋନିର ପ୍ରଭାବ କମ୍ ରହିବ ବୋଲି ଆକଳନ କରାଯାଉଛି । ସେପଟେ ବାତ୍ୟା ଫୋନି...
ଭୁବନେଶ୍ୱର ୨/୫ : ୧୧ ଜିଲ୍ଲାର ୨୫ ହଜାର ୪୨୫ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ଏସଆରସିଙ୍କ କାର୍ୟ୍ୟାଳୟ ପକ୍ଷରୁ ସୂଚନା । ପାଖାପାଖି ୮ ଳକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯିବ । ୮୭୯ଟି ବାତ୍ୟା ଆଶ୍ରୟସ୍ଥଳୀରେ...
ଭୁବନେଶ୍ୱର ୨/୫ : ‘ଫୋନି’ ଓଡିଶାରେ ଲ୍ୟାଣ୍ଡଫଲ କରିବା ପରେ ସବୁଠୁ ଅଧିକ ପ୍ରଭାବିତ ହେବାକୁ ଥିବା ଜିଲ୍ଲାମାନଙ୍କ ମଧ୍ୟରେ ରହିଛି ପୁରୀ, ଗଞ୍ଜାମ, ଖୋର୍ଦ୍ଧା ଏବଂ ଜଗତସିଂହପୁର । କେନ୍ଦ୍ରାପଡା ଏବଂ ବାଲେଶ୍ୱର ଜିଲ୍ଲା...
କେନ୍ଦ୍ରାପଡା ୩୦/୪ : ଅନୁଭବ ମହାନ୍ତିଙ୍କୁ ହତ୍ୟା ଧମକ । ହ୍ୱାଟ୍ସଆପ ମେସେଜରେ ଅନୁଭବ ମହାନ୍ତି କେହି ଅଜଣା ବ୍ୟକ୍ତି ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି । ଏନେଇ ବାଲିଘାଟ ଥାନାରେ ଏତଲା ଦେଇଛନ୍ତି...
ପୁରୀ ୩୦/୪ : ଶ୍ରୀମନ୍ଦିର କାର୍ୟ୍ୟାଳୟରେ ବସିଥିବା ଛତିଶା ନିଯୋଗ ବୈଠକକୁ ବର୍ଜନ କଲେ ସେବାୟତ । ସେବକ ସଂଖ୍ୟା ନିରୂପଣ ପାଇଁ ବୈଠକ ବସିଥିବା ବେଳେ ଏହି ବୈଠକକୁ ସେବାୟତମାନେ ଆସିନାହାନ୍ତି । ସେବକ...
ଭୁବନେଶ୍ୱର ୩୦/୪ : ଫୋନିକୁ ନେଇ ସ୍ଥିତି ଉପରେ ନଜର ରଖିଛନ୍ତି ରାଜ୍ୟ ସରକାର । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟରରେ ନବୀନ କହିଛନ୍ତି, “ସାମୁଦ୍ରିକ ବାତ୍ୟା...
ଭୁବନେଶ୍ୱର ୩୦/୪ : ବାତ୍ୟା ଫୋନି ସମୀକ୍ଷା ବୈଠକ । ଏହି ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ସହ ଅନ୍ୟ ବିଭାଗୀୟ ଅଧିକାରୀ ବି ଉପସ୍ଥିତି ଥିଲେ । ବାତ୍ୟା ନେଇ ରାଜ୍ୟସରକାର ସତର୍କ ଥିବା...
ପୁରୀ ୩୦/୪ : ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି ହେବ ଆଜି । ବିଚାରପତି ଏସସି ବବଡେ, ବିଚାରପତି ନବୀନ ସିହ୍ନା ଓ ବିଚାରପତି ଇନ୍ଦିରା ବାନାର୍ଜୀଙ୍କ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି କରାଯିବ...
ଭଦ୍ରକ ୩୦/୪ : ପୀରହାଟରେ ମଦ ପିଇ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି କି, ବିଷାକ୍ତ ମଦ ପିଇ...
ଭୁବନେଶ୍ୱର ୨୯/୪ : ୩ ତାରିଖ ସୁଦ୍ଧା ଏହା ଓଡିଶା ଉପକୂଳ ଦେଇ ଗତି କରିପାରେ ‘ଫନି’ । ବର୍ତମାନ ଏହି ବାତ୍ୟା ଚେନ୍ନାଇ ଠାରୁ ୮୮୦ କିଲୋମିଟର ଓ ଆନ୍ଧ୍ରର ମଛଲିପଟ୍ଟନମରୁ ୧୦୫୦ କିଲୋମିଟର...