ନୟାଗଡ଼ ୨୪/୪ : ବାଣିଗୋଛା ପୂର୍ବ ବନ୍ୟପ୍ରାଣୀ ବନାଞ୍ଚଳ କାର୍ୟ୍ୟାଳୟରେ ମାଓବାଦୀମାନେ ପଶି ବ୍ୟାପକ ଭଙ୍ଗାରୁଜା କରିବା ସହ ୪ଟି ଦେଶୀ ବନ୍ଧୁକ ଲୁୁଟିନେଇଥିବା ଅଭିଯୋଗ ହୋଇଛି । ଫରେଷ୍ଟର୍ ହେମନ୍ତ କୁମାର କାଣ୍ଡିଙ୍କ କଥା...
ଭୁବନେଶ୍ୱର ୨୪/୪ : ଘୁଞ୍ଚିଲା ମହାରଥୀଙ୍କ ଜାମିନ ଆବେଦନର ଶୁଣାଣି । ଆସନ୍ତା ୨୭ ତାରିଖରେ ପରବର୍ତ୍ତୀ ଶୁଣାଣି କରାଯିବ । ସ୍ୱତନ୍ତ୍ର ପ୍ରାଧିକୃତ କୋର୍ଟରେ ଜାମିନ ଆବେଦନ ଶୁଣାଣି ଘୁଞ୍ଚିଛି । କେସ୍ ଡାଏରୀ...
ଢେଙ୍କାନାଳ ୨୩/୪ :ଜଣେ ପୋଲିଂ ଅଧିକାରୀଙ୍କ ଆକସ୍ମିକ ମୃତ୍ୟୁ ହୋଇଛି । ବୁଥରେ ଟଳିପଡ଼ିବା ପରେ ମେଡ଼ିକାଲରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ଢେଙ୍କାନାଳ ଜିଲ୍ଲାରେ ପୋଲିଂ ବୁଥରେ ଜଣେ ପୋଲିଂ ଅଧିକାରୀଙ୍କ...
ଭୁବନେଶ୍ୱର ୨୨/୪ : ଗତକାଲି ନିର୍ବାଚନୀ ପୂର୍ବରୁ ଭୁବନେଶ୍ୱର ଝାରପଡ଼ା କେନାଲ ରୋଡ୍ ନିକଟରେ ଅନନ୍ତ ନାରାୟଣ ଜେନାଙ୍କ ଗାଡି ଉପରକୁ ବୋମାମାଡ଼ ହୋଇଥିଲା । ଅନନ୍ତ ତାଙ୍କ ସମର୍ଥକଙ୍କ ସହ କାରରେ ଯାଉଥିବା ବେଳେ...
ଭୁବନେଶ୍ୱର ୨୨/୪ : ଆସନ୍ତାକାଲି ରାଜ୍ୟରେ ତୃତୀୟ ପର୍ୟ୍ୟାୟ ନିର୍ବାଚନ । ନିର୍ବାଚନ ମାହୋଲ ଯେତେ ଗରମ ହେଉଛି, ଶୀର୍ଷ ନେତାମାନେ ସେତିକି ଗସ୍ତରେ ଆସୁଛନ୍ତି । ଏହି କ୍ରମରେ ଆସନ୍ତା ୨୬ରେ ଓଡ଼ିଶା ଆସିବେ...
କେନ୍ଦୁଝର ୨୧/୪ : କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ପୋଲିଂ ବୁଥକୁ ଯିବା ପୂର୍ବରୁ ଜଣେ ପୋଲିଂ ଅଧିକାରୀଙ୍କ ଆକସ୍ମିକ ମୃତ୍ୟୁ ଘଟିଛି । ମୃତକ ପୋଲିଂ ଅଧିକାରୀ ଚଚମ୍ପୂଆ ହାଇସ୍କୁଲ କର୍ମଚାରୀ ଅଭୟ କୁମାର ସେଠୀ...
ଯାଜପୁର ୨୦/୪ : ଜାତୀୟ ରାଜପଥର ଅନ୍ଧାରୀ ଛକ ନିକଟରେ ଏକ ଯାତ୍ରୀବାହୀ ବସ ଓ କାର ମୁହାଁମୁହିଁ ଧକ୍କା ହୋଇ ଦୁର୍ଘଟଣା ହୋଇଛି । ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୬ଜଣ...
ପୁରୀ ୨୦/୪ : ସମୁଦ୍ରରେ ତିନି ଜଣ ଛାତ୍ର ଗାଧୋଉଥିବା ବେଳେ ଜୁଆରରେ ଭାସିଯାଇଥିବା ଜଣାପଡ଼ିଛି । ପୁରୀ ସମୁଦ୍ରରେ ତିନି ଜଣ ଛାତ୍ର ଗାଧୋଉଥିବା ବେଳେ ଜୁଆରରେ ଭାସିଯାଇଛନ୍ତି । ଚୈତନ୍ୟ ଛକ ନିକଟରେ...
ନୂଆପଡା ୨୦/୪ : ନୂଆପଡା ଭଣ୍ଡାରପୁରୀ ଅଂଚଳରେ କାଳବୈଶାଖୀ ତାଣ୍ଡବରେ ଦୁଇ ଜଣ ପ୍ରାଣ ହରାଇଛନ୍ତି । ଗତ ରାତିରେ ଘରେ ଶୋଇଥିବା ଅବସ୍ଥାରେ ଘର ଉପରେ ଗଛ ପଡିଯିବାରୁ ମାଆ ଓ ଝିଅ ଚାପି...
ଭୁବନେଶ୍ୱର ୨୦/୪ : ବେଦପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟୁଇଟ କରି ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ ବିଜୁ ବାବୁଙ୍କ ଘନିଷ୍ଠ ଥିଲେ...