ବୈାଦ୍ଧ ୮/୩ : ଏକ ଡ୍ରେନରେ ଖସିପଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣାଟି ୫୭ ନଂ ଜାତୀୟ ରାଜପଥ ଅନ୍ତର୍ଗତ ପୁରୁଣା କଟକ ନିକଟରେ ଘଟିଛି । ପୁରୁଣାକଟକରେ ରାସ୍ତା କଡରେ ଥିବା...
୮/୩ : ଚାଲିଚାଲି ଆସି ବିବାହ କଲେ ଯୁବକ । ପରିବେଶ ସନ୍ତୁଳତନର ବାର୍ତା ଦେଇ ଓ ଚାରା ଗଛ ବାଂଟି ବିବାହ କଲେ କେନ୍ଦ୍ରାପଡାର ସଂଜୟ ନାୟକ । ଏହାକୁ ନିଆରା ବିବାହ ଉତ୍ସବକୁ...
୮/୩ : ଏଣିକି କାଳିଆ ଯୋଜନାରେ ଦୁଗ୍ଧଚାଷୀ ଓ ଟସରଚାଷୀ ସାମିଲ ହେବେ । ସେହି ଚାଷୀମାେନ ଯୋଜନାର ଭୂମିହୀନ କୃଷି ଶ୍ରମିକ ପରିବାରଙ୍କ ଉଦ୍ଦିଷ୍ଟ ଜୀବିକା ନିର୍ବାହ ପାଇଁ ସହାୟତା ପାଇପାରିବେ । ଏ...
ପାରାଦ୍ୱୀପ ୭/୩ : ପାରାଦ୍ୱୀପ ବେଳାଭୂମୀରେ ଦେଖିବାକୁ ମିଳୁଛି ଶତାଧିକ ମୃତ ଅଲିଭ ରିଡଲେ କଇଁଚ । ମୃତ କଇଁଛ ଗୁଡିକକୁ କୁକୁର ଓ କାଉ ଖେଳାଇ ଖାଉଥିବା ବେଳେ ଦୁର୍ଗନ୍ଧ ଯୋଗୁଁ ବେଳାଭୁମୀରୁ ମୁହଁ...
ଭୁବନେଶ୍ୱର ୭/୩ : ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନାଙ୍କୁ ମିଳିଛି ନୂଆ ଦାୟିତ୍ୱ । ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଅଧ୍ୟକ୍ଷ ଭାବେ ଅନନ୍ତ ନାରାୟଣ ଜେନାଙ୍କୁ ଦାୟିତ୍ୱ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ...
କୋରାପୁଟ ୭/୩ : ଦୁଇ ମହିଳା ମାଓବାଦୀ ଡିଜିପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଦୁଇ ମହିଳାଙ୍କ ନାମ ସୁକାନ୍ତି ଏବଂ କୌଶଲ୍ୟା ଖିଲି ବୋଲି ଜଣା ପଡିଛି । ସୁକାନ୍ତି ଏରିଆ କମିଟି ମେମ୍ବର...
ଭୁବନେଶ୍ୱର ୭/୩ : ପିଏଚଡି ବିଭାଗ ଠାକାଦାରଙ୍କ ଅବହେଳାରୁ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ଭିଏସଏସନଗରରେ ଜନସ୍ୱାସ୍ଥ୍ୟ ମୁଖ୍ୟ ପାଣିଟାଙ୍କି ସଫା କରିବାବେଳେ ଅଚାନକ ପାଣି ଆସିଯିବାରୁ ଅଣନିଶ୍ୱାସୀ ହୋଇ ଜଣେ ଶ୍ରମିକର ଜୀବନ...
କେନ୍ଦ୍ରାପଡା ୭/୩ : ପାଣି ଭିତରେ ଲଢେଇ କରି ଜୀବନ ବଂଚାଇଛନ୍ତି କେନ୍ଦ୍ରାପଡା ଯୁବକ । ଏଥିରେ ସଂପୃକ୍ତ ଯୁବକଙ୍କ ବାମ ହାତ ଗଭୀର ଭାବେ ଆଘାତ ହୋଇଛି । ଏଭଳି ଘଟଣା ଘଟିଛି କେନ୍ଦ୍ରାପଡା...
କଟକ ୭/୩ : ଏସସିବିରେ ୫କୋଟି ୩ଲକ୍ଷ ଟଙ୍କା ବ୍ୟୟରେ ତିଆରି ହେବ ଯକ୍ଷ୍ମାରୋଗ ଗବେଷଣା କେନ୍ଦ୍ର । ଏହାର ନିର୍ମାଣ ପାଇଁ ଆଜି ପ୍ରଥମ ଦଫାରେ ସାତମହଲା କୋଠା ପାଇଁ ମିଳିଛି ପ୍ରଶାସନିକ ମଂଜୁରୀ...
ଗଞ୍ଜାମ ୭/୩ : ପରୀକ୍ଷାକେନ୍ଦ୍ରରେ ଏକ ବାରହା ୬ଟି ଛୁଆ ଜନ୍ମ ଦେବା ଯୋଗୁ ପରୀକ୍ଷାର୍ଥୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏମିତି ପରିସ୍ଥିତି ସୃଷ୍ଟି ହୋଇଥିଲା ଯେ ଭିତରେ ଶିକ୍ଷକ ଓ...