ଭୁବନେଶ୍ୱର ୩/୪ : ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୩ଟି ଜିଲ୍ଲାରେ କାଳବୈଶାଖୀ ଆଶଙ୍କା ରହିଛି ବୋଲି ସୋମବାର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ,...
ଭୁବନେଶ୍ୱର ୪/୩ ପଶ୍ଚିମବଙ୍ଗ ଓ ଓଡ଼ିଶା ମଧ୍ୟରେ ଏହି କଥାକୁ ନେଇ ବିତର୍କ ଜାରି ରହିଛି ଯେ, ପ୍ରସିଦ୍ଧ ରସଗୋଲାର ଆବିଷ୍କାରକ କିଏ ? ୨୦୧୭ରେ ପଶ୍ଚିମବଙ୍ଗକୁ ଏଥିପାଇଁ ଜିଆଇ ଟ୍ୟାଗ ଅର୍ଥାତ ଭୌଗୋଳିକ ପରିଚୟ...
ଭୁବନେଶ୍ୱର ୪/୩ : ଆଜି ଜାଗର । ଶୈବପୀଠମାନଙ୍କରେ ସକାଳୁ ସକାଳୁ ଭକ୍ତଙ୍କ ଭିଡ ଲାଗିଛି । ଆଜି ପ୍ରଭୁ ଶିବଙ୍କ ପାଖରେ ଉଠିବ ମହାଦୀପ । ମହାଦେବଙ୍କ ନିକଟରେ ଭକ୍ତିର ଦୀପ ପ୍ରଜ୍ୱଳନ କରିବେ...
ଭୁବନେଶ୍ୱର ୪/୩ : ଦୁଗ୍ଧଚାଷୀଙ୍କ ପାଇଁ ଦିଆଯାଉଥିବା ପ୍ରୋତ୍ସାହନ ରାଶିରେ ୧ ଟଙ୍କା ସରକାର ବୃଦ୍ଧି କରିଛନ୍ତି। ଏହି ବୃଦ୍ଧି ଯୋଗୁଁ ରାଜ୍ୟରେ ଥିବା ୨ ଲକ୍ଷରୁ ଅଧିକ ଦୁଗ୍ଧଚାଷୀ ଉପକୃତ ହେବେ। ସରକାରଙ୍କ ନିଷ୍ପତ୍ତି...
ପୁରୀ ୪/୩ : ଶ୍ରୀମନ୍ଦିର ଗାରଦର ତ୍ରୁଟି ଯୋଗୁ ପରମ୍ପରା ଭାଙ୍ଗିବାକୁ ଯାଉଥିଲା। ପୂଜାପଣ୍ଡା ସେବକମାନେ ଅଟକାଇଲେ। ଫଳରେ ପୂଜାପଣ୍ଡା ଓ ସୁଆରମାନେ ମୁହାଁମୁହିଁ ହୋଇଥିଲେ। ଯାହାଦ୍ବାରା ଠାକୁରଙ୍କ ନୀତି ୪୦ ମିନିଟ୍ ଧରି ଅଟକିଗଲା।...
ଭୁବନେଶ୍ୱର ୪/୩ : ପୂର୍ବତଟ ରେଳବାଇ ଡିଭିଜନ ବିଭାଜନକୁ ନେଇ ବିରୋଧ ପ୍ରଦର୍ଶନ କରିଛି ବିଜେଡି । ପ୍ରତିବାଦରେ ଚନ୍ଦ୍ରଶେଖରପୁର ସ୍ଥିତ କାର୍ୟ୍ୟାଳୟ ସମୁଖରେ ବିଜେଡି ପକ୍ଷରୁଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । କେନ୍ଦ୍ର...
ଭଦ୍ରକ ୪/୩ : ରବିବାର ରାତିରେ ୧୬ ନମ୍ବର ଜାତୀୟ ରାଜପଥର ଅସୁରା ଛକ ନିକଟରେ ଗୋଟିଏ ବସ୍ ଏବଂ ଡମ୍ପର୍ ଟ୍ରକ୍ ମଧ୍ୟରେ ଧକ୍କା ଲାଗିବାରୁ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତ...
ଖୋର୍ଧା ୩/୩ : ଖୋର୍ଧା ଜିଲ୍ଲାରେ ମିଶନ ଶକ୍ତି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଗୋଶାଳା ପଡିଆରେ ବିଶାଳ ସମାବେଶର ଆୟୋଜନ ହୋଇଛି । ଏହି ଅବସରରେ ହଜାର ହଜାର ମହିଳା ସ୍ୱୟଂ ସହାୟକ...
ଭୁବନେଶ୍ୱର ୩/୩ : ମହାଶିବରାତ୍ରି ପାଇଁ ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ନୀତି ନିର୍ଘଣ୍ଟ ହୋଇଛି। ସାହାଣ ମେଲା ବା ସାଧାରଣ ଦର୍ଶନ ପାଇଁ ତିନୋଟି ପର୍ୟ୍ୟାୟରେ ସୁଯୋଗ ରହିଛି। ପ୍ରଥମ ପର୍ୟ୍ୟାୟରେ ଭୋର୍ ୩ଟା ୩୦ରୁ...
ବ୍ରହ୍ମପୁର ୩/୩ : ବ୍ର ଜଳକଷ୍ଟ ଦୂର କରିବାକୁ ଭେଟି ଦେଇଛନ୍ତି ବୃହତ ଜାନିବିଲି ପାନୀୟ ଜଳ ପ୍ରକଳ୍ପ । ୪୯୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପକୁ ଆଜି ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ...