ଭୁବନେଶ୍ୱର ୩/୩ : ପୁଣି ଲେଉଟିବ କାଳବୈଶାଖୀ ବର୍ଷା। ଆସନ୍ତା ୪ ଓ ୫ ତାରିଖରେ ଉତ୍ତର ଓଡ଼ିଶା ସମେତ ଉପକୂଳ ଓ କେନ୍ଦ୍ରୀୟ ଓଡ଼ିଶାରେ କାଳବୈଶାଖୀ ବର୍ଷା ହେବ। ଅନୁଗୁଳ, ବୌଦ୍ଧ, ବଲାଙ୍ଗୀର, ସମ୍ବଲପୁର, ସୋନପୁର,...
ଭୁବନେଶ୍ୱର ୩/୩ : ଛାତ୍ରାଛାତ୍ରୀଙ୍କୁ ସ୍କୁଲ ଯିବାକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ପରିବହନ ଖର୍ଚ୍ଚ କିମ୍ବା ତତ୍ତ୍ବାବଧାରକଙ୍କ ପାଇଁ ଭତ୍ତା ପ୍ରଦାନ କରିବେ। ସ୍କୁଲରେ ଶତ ପ୍ରତିଶତ ଉପସ୍ଥାନ ଆଣିବା ଲକ୍ଷ୍ୟରେ ସରକାର ୨୦୦୯ର...
ବୁର୍ଲା ୨/୩ : ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି ସମ୍ବଲପୁର ବୁର୍ଲା ମେଡିକାଲରେ । ଗତକାଲି ବେଲପାହାଡରେ ଯବାନମାନେ ଦୁର୍ଘଟଣାଗ୍ରସ୍ତ ହୋଇ ଗୁରୁତର ଭାବେ ବୁର୍ଲା ମେଡିକାଲକୁ ଆସିଥିଲେ । ହେଲେ ଡ୍ରେସିଂ ରୁମ ଗୋଟିଏ...
ଭୁବନେଶ୍ୱର ୨/୩ : ଯୁକ୍ତ ଦୁଇ ପରୀକ୍ଷା ସମୟରେ ଯେପରି ଏପରି କିଛି ପରିସ୍ଥିତି ସୃଷ୍ଟି ନହୁଏ ସେନେଇ କିଛି ନିୟମ କରିଛି ପରିଷଦ । ତେବେ ପୂର୍ବରୁ ପରୀକ୍ଷା ହଲକୁ ଘଣ୍ଟା ମାନ ନେଇ...
ଝାରସୁଗୁଡା ୧/୩ : ଶୁଖାବନ୍ଧ ନିକଟରେ ଏକ ପୋଲିସ ଭ୍ୟାନ ଏବଂ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ଜଣ ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ମଣ୍ଡଲିଆ...
ଅନୁଗୁଳୁ ୧/୨ : ଟମାଟୋ ବିକ୍ରିର କୁପ୍ରଭାବ ପଡ଼ିଛି ଗତକାଲି ଅନୁଗୁଳ ଗୁରୁବାର ହାଟରେ । ଆରମ୍ଭରୁ କେଜିକୁ ୫ଟଙ୍କାରେ ବିକ୍ରିବଟା ଚାଲିଥିଲା । ବେପାରି ମୂଳରୁ ଯାହା କିଛି ଲାଭ ଗୋଟାଇଥିଲେ । କିନ୍ତୁ...
ଭୁବନେଶ୍ୱର ୨୮ : କାଳିଆ ଯୋଜନା ଅଧିକ ୧୦ ଲକ୍ଷ ଚାଷୀଙ୍କ ଯାଞ୍ଚ ନେଇ ସଚିବାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ମାର୍ଚ୍ଚ ପହିଲା କିମ୍ୱା ତା ପରେ ପରେ ଡ୍ରାଫ୍ଟା ତାଲିକା ପ୍ରାକଶ...
ଭୁବନେଶ୍ୱର ୨୮ : ମାର୍ଚ୍ଚ ୭ରେ ଥିବା ଯୁକ୍ତ ଦୁଇ ପରୀକ୍ଷା ସୁପରିଚାଳନା ନେଇ ଆଜି ସଚିବାଳୟରେ ବୈଠକ ବସିଥିଲା । ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରିବା ପାଇଁ ପରୀକ୍ଷା କେନ୍ଦ୍ରକୁ ମୋବାଇଲ ଓ...
ଭୁବନେଶ୍ୱର ୨୮/୨ : ‘କାଳିଆ’ ଯୋଜନାରେ ଦିଆଯାଉଥିବା ଟଙ୍କା ଫେରସ୍ତ କରିବାକୁ ପଡ଼ିବ ବୋଲି କେତେକ ଅପପ୍ରଚାର ଚଳାଇଛନ୍ତି। ‘କାଳିଆ ’ ଯୋଜନାରେ ମିଳୁଥିବା ଟଙ୍କା ଚାଷୀଙ୍କର। ଏହାକୁ ଫେରାଇବାକୁ ପଡ଼ିବ ନାହିଁ। ଏହି ଟଙ୍କା...
ବଲାଙ୍ଗୀର ୨୭/୨ : ଆଜି ମାଟ୍ରିକ ପରୀକ୍ଷାର ତୃତୀୟ ଦିନରେ ହିନ୍ଦୀ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଖବର ମିଳିଛି । ତେବେ ଭାଇରାଲ ପ୍ରଶ୍ନପତ୍ରର ସଠିକତାକୁ ନେଇ କିଛି ସ୍ପଷ୍ଟ ହୋଇନାହିଁ । ଆଜି ପୁଣି...