ଲାଞ୍ଜିଗଡ, ୧୭ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଗୁଣ୍ଡୁରୀ ଅଂଚଳରେ ବାଘ ଆତଙ୍କ ଦେଖାଯାଇଛି । ଗୋଟିଏ ବାଘ ଗୁହାଳରେ ପଶି ଗାଇକୁ ମାରିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ସୂଚନାନୁସାରେ, ଜଣେ ବ୍ୟକ୍ତି...
ପୁରୀ ୧୭/୨ : ଶ୍ରୀମନ୍ଦିର ଶ୍ରୀମନ୍ଦିର ସଂସ୍କାରକୁ ନେଇ ଗୋବର୍ଧନ ପୀଠରେ କରାଯାଇଛି ଗୁରୁତ୍ୱପୁର୍ଣ ସମନ୍ୱୟ ବୈଠକ । ଜଗଦଗୁରୁ ଶଙ୍କରାଚାର୍ୟ୍ୟଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ନିଆଯାଇଛି ଗୁରୁତ୍ୱପୁର୍ଣ ନିଷ୍ପତି । ଶ୍ରୀମନ୍ଦିର ସମସ୍ୟାକୁ ନେଇ...
ଭବାନୀପାଟଣା, ୧୬।୨ : କଳାହାଣ୍ଡି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁ କୋଟି ଟଙ୍କାର ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଶୁଭ ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଭବାନୀପାଟଣା, କେଶିଙ୍ଗା, ନର୍ଲା ଓ ଲାଞ୍ଜିଗଡ଼...
ଭୁବନେଶ୍ୱର ୧୬/୨ : ପୁଲୱାମା ଆତଙ୍କୀ ହମଲାରେ ସହିଦ ହୋଇଥିବା ୨ ଓଡ଼ିଆ ଯବାନଙ୍କ ପରିବାର ପାଇଁ ଅନୁକମ୍ପା ସହାୟତା ରାଶି ବୃଦ୍ଧି କଲେ ରାଜ୍ୟ ସରକାର । ସହିଦ ମନୋଜ ବେହେରା ଓ ସହିଦ...
ଭୁବନେଶ୍ୱର ୧୬/୨ : ପୁଲୱାମା ବିସ୍ଫୋରଣରେ ସହିଦ ହୋଇଥିବା ଦୁଇ ଓଡିଆଙ୍କ ମରଶରୀର ଆଜି ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ଆସି ପହଁଚିଛି । ବିମାନ ବନ୍ଦରରେ ପାର୍ଥୀବ ଶରୀର ପହଁଚିବା...
ଭୁବନେଶ୍ୱର ୧୬/୨ : ଶନିବାର ସକାଳୁ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ କୋହଲା ପାଗ ସହ ବର୍ଷା ହୋଇଛି । ଆଜି କଟକ, ଭୁବନେଶ୍ୱର, ବଲାଙ୍ଗିର ଓ ବାଲେଶ୍ୱର ଆଦି ସ୍ଥାନରେ ବିଜୁଳି ସହ...
କେନ୍ଦ୍ରାପଡ଼ା ୧୫ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡା ଗସ୍ତରେ ଆସି ବାରୋ ହାଟପଡିଆ ନିକଟରେ ଲକ୍ଷାଧିକ ଚାଷୀଙ୍କ ସମାବେଶକୁ ସମ୍ବୋଧିତ କରିଛନ୍ତି । ଚାଷୀର ଉନ୍ନତି ହେଲେ ଦେଶର ଉନ୍ନତି ହେବ ବୋଲି ଶ୍ରୀ...
ଭୁବନେଶ୍ୱର ୧୫ : ଆରମ୍ଭ ହେଲା ବରିଷ୍ଠ ନାଗରିକ ତୀର୍ଥଯାତ୍ରା କାର୍ୟ୍ୟକ୍ରମ । ସଚିବାଳୟରେ ଭିଡ଼ିଓ କନଫରେସିଂ ଜରିଆରେ ଏହି କାର୍ୟ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ବ୍ରହ୍ମପୁରରୁ ବରିଷ୍ଠ ନାଗରିକମାନେ...
ଭୁବନେଶ୍ୱର ୧୫ : ସିବିଏସ୍ଇ ଦ୍ୱାରା ପରିଚାଳିତ ଦ୍ୱାଦଶ ପରୀକ୍ଷା ଶୁକ୍ରବାରଠାରୁ ଆମମ୍ଭ ହୋଇଯାଇଛି । ସାରା ଦେଶରୁ ୧୨ ଲକ୍ଷରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବାବେଳେ ଓଡ଼ିଶାରେ ୧୬ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି...
ଭୁବନେଶ୍ୱର ୧୫ : ଆଜି ଭୁବନେଶ୍ୱରରେ ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ । ସମୀକ୍ଷାର ଦ୍ୱିତୀୟ ଦିନରେ ନିର୍ବାଚନ କମିଶନ ମୁକ୍ତ ଏବଂ ଅବାଧ ନିର୍ବାଚନ କିପରି କରାଯିବ ସେ...