ଭୁବନେଶ୍ୱର ୩୦/୧ : ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂଦେଓ ବିଧାନସଭା ସ୍ୱାଧିକାର କମିଟିରୁ ଇସ୍ତଫା ଦେଇଛନ୍ତି । ଓଟିଭି ନିର୍ଦ୍ଦେଶିକା ଜାଗି ମଙ୍ଗତ ପଣ୍ଡାଙ୍କୁ ସମନ କରାଯିବା ଘଟଣାର ପ୍ରତିବାଦରେ ସେ...
କେନ୍ଦୁଝର ୩୦/୧ : ୫ ଦଫା ଦାବି ନେଇ କେନ୍ଦୁଝର ଜିଲ୍ଲାର ଦୁଗ୍ଧ ଚାଷୀମାନେ ଆଜି ଅଭିନବ ପ୍ରତିବାଦ କରିଛନ୍ତି । ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ପୁରୁଷ ଓ ମହିଳା ଚାଷୀମାନେ କ୍ଷୀର କେନ...
ମୋହନା ୩୦/୧ : ଆନ୍ଧ୍ରପ୍ରଦେଶରେ ୩ଜଣ ଯୁବକଙ୍କୁ ଅଟକ ରଖାଯାଇଛି । ଯୁବକମାନେ ହେଲେ ଗଜପତି ଜିଲ୍ଲା ମୋହନା ବ୍ଲକ କିର୍ତ୍ତିଙ୍ଗ ଗ୍ରାମର ବାସିନ୍ଦା । ସେମାନେ ଏକ କମ୍ପାନୀରେ ସେଲ୍ସମ୍ୟାନ ରୂପେ କାର୍ଯ୍ୟ କରୁଥିଲେ...
ପୁରୀ ୨୯/୧ : ଆଜି ଶ୍ରୀମନ୍ଦିର ସୁଆର-ମହାସୁଆର ନିଯୋଗ ସହ ମନ୍ଦିର ପ୍ରଶାସନର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଆନନ୍ଦବଜାର ସଂସ୍କାର ସମ୍ପର୍କରେ ଆଲୋଚନା ହୋଇଥିଲା । ଏଥିରେ ମହାପ୍ରସାଦର ଦର...
କଟକ ୨୯/୧ : ଆଜି ଜଗତପୁର ଅଂଚଳରେ ଏକ ତେଲ ଟ୍ୟାଙ୍କରରେ ନିଆଁ ଲାଗିଯାଇଛି । ବାଙ୍କୀରୁ ଏହି ତେଲ ଟ୍ୟାଙ୍କରଟି ଆସୁଥିବାବେଳେ ଏଭଳି ଅଘଟଣ ଘଟିଥିଲା । ଦମକଳବାହିନୀ ପହଂଚି ନିଆଁକୁ ଆୟତ୍ତ କରିଥିଲା...
ଭୁବନେଶ୍ୱର ୨୯/୧ : ବରିଷ୍ଠ ଆଇଏଏସ ଚନ୍ଦ୍ରଶେଖର କୁମାର କେନ୍ଦ୍ରକୁ ଡେପୁଟେସନରେ ଯାଇଛନ୍ତି । ସେ ସେଠାରେ ଯୁଗ୍ମ ସଚିବ ପାହ୍ୟାରେ ଅବସ୍ଥାପିତ ହେବେ । ଚନ୍ଦ୍ରଶେଖର ରାଜ୍ୟ ପଣ୍ୟାଗାର ନିଗମର ଅଧ୍ୟକ୍ଷ ଥିଲେ ।...
ନୂଆଦିଲ୍ଲୀ ୨୮/୧ : ଦିଲ୍ଲୀ ଓଡ଼ିଶା ଭବନରେ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଉଚ୍ଚସ୍ତରୀୟ ବୈଠକରେ ବିଭିନ୍ନ ଅସମ୍ପୂର୍ଣ୍ଣ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ଏହିସବୁ ପ୍ରକଳ୍ପ ପାଇଁ କେତେ କେନ୍ଦ୍ରୀୟ ସହାୟତା ମିଳିଛି...
କଟକ ୨୮/୧ : ରାଜ୍ୟରେ ପ୍ରବ୍ଲିକ ପ୍ରସିକ୍ୟୁଟର ନିଯୁକ୍ତି ଉପରେ ସ୍ୟାଟ ରହିତାଦେଶ ଜାରି କରିଛନ୍ତି । ଓଡ଼ିଶା ପବ୍ଲିକ୍ ସର୍ଭିସ କମିଶନ ପକ୍ଷରୁ ହୋଇଥିବା ପରୀକ୍ଷାରେ ୧୨ ଜଣ କୃତକାର୍ଯ୍ୟ ହୋଇଥିଲେ । ସେଥିମଧ୍ୟରେ...
ନୂଆଦିଲ୍ଲୀ ୨୮/୧ : ନବୀନଙ୍କ ରିମୋଟ ମୋଦୀଙ୍କ ହାତରେ ବୋଲି ଗତ ୨୫ ତାରିଖ ଦିନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଭୁବନେଶ୍ୱରରେ ମନ୍ତବ୍ୟ ଦେଇଥିଲେ । ଏହି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ...
କେସିଙ୍ଗା ୨୮/୧ : କେସିଙ୍ଗା ଥାନା ଛକରେ ଏକ ବସ ଓଲଟିପଡ଼ିବା ଫଳରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି । ଏଥିରେ ଅନ୍ୟ କେତେକ ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି । ବସଟି ଭୁବନେଶ୍ୱରରୁ ଜୟପୁର ଯାଉଥିବାବେଳେ...