ପୁରୀ ୧୯/୧ : ଆଜି ପୁରୀ ନିକଟସ୍ଥ ମାଟିଆପଡ଼ା ଲେଭଲକ୍ରସିଂଠାରେ ଏକ ବଡ଼ ଦୁର୍ଘଟଣାକୁ କୋ÷ଣସିମତେ ଏଡାଇ ଦିଆଯାଇଛି । ତପସ୍ୱିନୀ ଏକ୍ସପ୍ରେସ ସେହି ବାଟଦେଇ ଯିବାବେଳେ ଲେଭଲକ୍ରସିଂର ଜଗୁଆଳି ଫାଟକ ବନ୍ଦ କରିନଥିଲେ ।...
ଭୁବନେଶ୍ୱର ୧୯/୧ : ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଲିକ ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ ହୋଇଛି । ଆଜି ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମଙ୍ଗଳାବାଗ ଥାନାରେ ଏତଲା ଦିଆଯିବା ପରେ ପୋଲିସ ପରିଷଦ...
ପୁରୀ ୧୯/୧ : ରାଜ୍ୟପାଳ ଡ. ଗଣେଶୀଲାଲ ଆଜି ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ବିଶେଷକରି ୪ଟି କ୍ଷେତ୍ରର ଅଗ୍ରଗତି ସମ୍ପର୍କରେ ସେ ଅନୁଧ୍ୟାନ କରିଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ ଓ...
ଭୁବନେଶ୍ୱର ୧୯/୧ : ଶନିବାର ଜେଇଇ ମେନ ପରୀକ୍ଷା ଫଳ ପ୍ରକାଶ ପାଇଛି । ତେବେ ନିର୍ଦ୍ଧାରିତ ସମୟର ଦୁଇ ସପ୍ତାହ ପୂର୍ବରୁ ଫଳ ପ୍ରକାଶ ପାଇଛି । ଏଥିରେ ୪୫ ଜଣ ପ୍ରାର୍ଥୀ ୧୦୦...
ଭୁବନେଶ୍ୱର ୧୯/୧ : ଭୁବନେଶ୍ୱରର କପିଳେଶ୍ୱର ନିକଟସ୍ଥ କେନାଲବନ୍ଧ ବସ୍ତିରେ ଏକ ଦୁଃଖଦ ଘଟଣା ଘଟିଛି । ନିଆଁରେ ପୋଡ଼ିହୋଇ ସ୍ୱାମୀ, ସ୍ତ୍ରୀ ଓ ତାଙ୍କର ୪ ବର୍ଷର ସନ୍ତାନ ଗୁରୁତର ହୋଇପଡ଼ିଛନ୍ତି । ସେମାନଙ୍କୁ...
କଟକ ୧୮/୧ : ଏଏସଓ ପରୀକ୍ଷା ଉପରେ ସ୍ଥଗିତାଦେଶ ଜାରି ପାଇଁ ହୋଇଥିବା ଏକ ଆବେଦନକୁ ଓଡ଼ିଶା ହାଇକୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି । ପରୀକ୍ଷା ଶେଷ ହୋଇଆସିଥିବା ଏବଂ ମଝିରେ ଗୋଟିଏ ଦିନ ବାକି ରହିଥିବାରୁ...
ଭୁବନେଶ୍ୱର ୧୮/୧ : ଓଡ଼ିଶାର ୪ ଜଣ ବାଳକ/ବାଳିକା ଜାତୀୟ ସାହସିକତା ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ସେମାନେ ହେଲେ ସିତୁ ମଲ୍ଲିକ, ଝିଲ୍ଲି ବାଗ, ରଞ୍ଜିତା ମାଝି ଓ ବିଶ୍ୱଜିତ ପୁହାଣ ।...
ଭୁବନେଶ୍ୱର ୧୮/୧ : ୨୪ ଘଣ୍ଟା ପାଇଁ ୪ଟି ଜିଲ୍ଲାରେ ଶୀତ ଲହରୀ ଜାରି ରହିବ । ଏଥିପାଇଁ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଏହି ୪ଟି ଜିଲ୍ଲା...
ନିରାକାରପୁର ୧୭/୧ : ନିରାକାରପୁର ଅଂଚଳରେ ଏକ ଅଭାବନୀୟ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ସରକାରୀବାବୁଙ୍କୁ ଲାଂଚ ଦେଇ ପାରିଲେନି କି ଘର ବି ପାଇଲେନି । ଅନ୍ୟ ଉପାୟ ନପାଇ ଶେଷରେ କଲେ...
ଭୁବନେଶ୍ୱର ୧୭/୧ : ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହୋଇଥିବା ୩ ଦିନିଆ ଉଚ୍ଚ ପୋଲିସ ଅଧିକାରୀ ସମ୍ମିଳନୀରେ ନକ୍ସଲ ଦମନ ଅଭିଯାନ ଉପରେ ଗୁରୁତ୍ୱ ଦିଆଯାଇଛି । ଏହାକୁ ଉଦଘାଟନ କରି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ...