ଭୁବନେଶ୍ୱର ୧୭/୧ : ପିପିଲି ଗଣଦୁଷ୍କର୍ମ ମାମଲାରେ କ୍ରାଇମବ୍ରାଂଚ ହାଇକୋର୍ଟର ଦ୍ୱାରସ୍ଥ ହୋଇଛି । ଗତମାସରେ ନିମ୍ନ ଅଦାଲତ ଦୁଇଜଣ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ଖଲାସ କରିଦେଇଥିଲେ । ଏହି ରାୟ ବିରୁଦ୍ଧରେ କ୍ରାଇମବ୍ରାଂଚ ହାଇକୋର୍ଟରେ...
ଭୁବନେଶ୍ୱର ୧୭/୧ : ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଗୁରୁବାର ସଚିବାଳୟରେ କାଳିଆ ଯୋଜନାର ସମୀକ୍ଷା କରିଛନ୍ତି । ଇତିମଧ୍ୟରେ ଆବେଦନଙ୍କ ସଂଖ୍ୟା ୬୬ ଲକ୍ଷ ଟପିଛି ବୋଲି କୃଷି ସଚିବ ସୋ÷ରଭ...
ଚାନ୍ଦବାଲି ୧୭/୧ : ଚାନ୍ଦବାଲିର କରଞ୍ଜମାଳ ଗ୍ରାମରେ ଏକ ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଛି । ସେଠାରେ ମାଟି ଖୋଳାଯାଉଥିବାବେଳେ ତା ଭିତରୁ ଗରମ ପାଣି ଓ ଧୂଆଁ ବାହାରୁ ଥିବା ଲକ୍ଷ୍ୟ କରାଯାଇଛି ।...
ଖଲ୍ଲିକୋଟ ୧୭/୧ : ଖଲ୍ଲିକୋଟ ଅଂଚଳର ଦୁଇଜଣ ଶ୍ରମିକ ବିଦେଶରେ ୭ ଦିନ ହେଲା ପ୍ରାଣ ହରାଇ ସାରିଥିଲେ ହେଁ, ସେମାନଙ୍କ ଶବ ଏପର୍ଯ୍ୟନ୍ତ ଓଡ଼ିଶା ଆସିପାରିନାହିଁ । ଏ ଦିଗରେ ସହଯୋଗ ପାଇଁ ଉଭୟ...
ଦାରିଙ୍ଗବାଡ଼ି ୧୭/୧ : ଦାରିଙ୍ଗବାଡ଼ି ସେବାଶ୍ରମ ସ୍କୁଲରେ ଜଣେ ଛାତ୍ରୀଙ୍କ ଅବିବାହିତ ମାତୃତ୍ୱକୁ ନେଇ ଦେଖାଦେଇଥିବା ଅସନ୍ତୋଷ ବେଳକୁ ବେଳ ତୀବ୍ର ହେବାରେ ଲାଗିଛି । କନ୍ଧମାଳ ସୁରକ୍ଷା ଅଭିଯାନ ପକ୍ଷରୁ ଏହି ଘଟଣାର ପ୍ରତିବାଦରେ...
ଢ଼େଙ୍କାନାଳ ୧୭/୧ : ଢ଼େଙ୍କାନାଳ ସଦର ପଦ୍ମନାଭପୁର ନିକଟ ରେଙ୍ଗାଲି କେନାଲରୁ ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି । ତେବେ ସେମାନଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନାହିଁ । କେନାଲ ଭିତରେ ମଧ୍ୟ ଭାଙ୍ଗିରୁଜି ଯାଇଥିବା ଏକ...
ଭୁବନେଶ୍ୱର ୧୬/୧ : କାଳିଆ ଯୋଜନାରେ ସରକାରଙ୍କ ନିକଟରେ ପ୍ରଥମ ପର୍ଯ୍ୟାୟରେ ୬୦ ଲକ୍ଷ ଆବେଦନ ପହଂଚିଛି । ସେଗୁଡ଼ିକୁ ବ୍ଲକ୍ ସ୍ତରରେ ଯାଂଚ କରାଯାଉଛି ବୋଲି ସମବାୟ ସଚିବ କ୍ରିଷନ କୁମାର ସୂଚନା ଦେଇଛନ୍ତି...
ଭୁବନେଶ୍ୱର ୧୬/୧ : ପ୍ରଶ୍ନପତ୍ର ଲିକ ହେବା କାରଣରୁ ବୁଧବାର ଓଟିଇଟିର ଦୁଇଟି ସିଟିଂ ପରୀକ୍ଷା ବାତିଲ ହୋଇଛି । ଏହି ଦୁଇ ସିଟିଂର ପ୍ରଶ୍ନ ପତ୍ର ସୋସିଆଲ ମିଡ଼ିଆରେ ଭାଇରାଲ ହେବାପରେ ହଇଚଇ ସୃଷ୍ଟି...
ବାରିପଦା ୧୬/୧ : ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାନବସ୍ତା ଥୋଇ ଚାଷୀମାନେ ଆଜି ଆନ୍ଦୋଳନ କରିଛନ୍ତି । କୁଳିଅଣା ବ୍ଲକ ଚାନ୍ଦୁଆ ମଣ୍ଡିରେ ଧାନ କିଣାଯାଉନଥିବା ଅଭିଯୋଗ କରି ସେମାନେ ଏଭଳି ପ୍ରତିବାଦ କରିଛନ୍ତି...
ପୁରୀ ୧୬/୧ : ଗତମାସ ୨୮ ତାରିଖରେ ସେବାୟତମାନେ ଶ୍ରୀମନ୍ଦିର ଦ୍ୱାର ଫିଟାଇବାରେ ଦୀର୍ଘ ସମୟ ବିଳମ୍ବ କରିଥିବା ଘଟଣାରେ ଶ୍ରୀମନ୍ଦିର ପ୍ରଶାସନ କଠୋର ଆଭିମୁଖ୍ୟ ଗ୍ରହଣ କରିଛି । ଏ ସଂକ୍ରାନ୍ତରେ 18 ଜଣଙ୍କୁ...