ମାଲକାନଗିରି ୧୪/୧ : ମାଲକାନଗିରି ଏସପିଙ୍କ ନିକଟରେ ଜଣେ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଶଶୀ ନାମ୍ନି ଏହି ମାଓବାଦୀ ଜଣକ କାଲିମେଳା ଏରିଆ କମିଟିର ସଦସ୍ୟ ଥିଲେ । ତାଙ୍କ ନାଁରେ ୧୭ଟି...
ବଲାଙ୍ଗିର ୧୪/୧ : ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଲାଙ୍ଗିର ଗସ୍ତରେ ଆସୁଛନ୍ତି । ଏହି ଅବସରରେ ସେ ଗତକାଲି ବଲାଙ୍ଗିର-ବିଛୁପାଲି ପାସେଞ୍ଜର ଟ୍ରେନର ଶୁଭାରମ୍ଭ କରିବେ । ଏଥିପାଇଁ ଆଜି ବଲାଙ୍ଗିରରୁ ବିଛୁପାଲି ପର୍ଯ୍ୟନ୍ତ...
ଦାରିଙ୍ଗବାଡ଼ି ୧୩/୧ : ଦାରିଙ୍ଗବାଡ଼ିସ୍ଥିତ ଏକ ଆବାସିକ ବିଦ୍ୟାଳୟର ଜଣେ ଅଷ୍ଟମଶ୍ରେଣୀ ଛାତ୍ରୀ ସନ୍ତାନ ଜନ୍ମ ଦେଲା ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ସ୍ଥାନୀୟ ଲୋକମାନେ ଦାରିଙ୍ଗବାଡ଼ି-ବ୍ରହ୍ମପୁର-ବାଲିଗୁଡ଼ା ରାସ୍ତାକୁ...
ପୁରୀ/୧୩ : ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ନେଇ ସରକାର ଉଚିତ ପଦକ୍ଷେପ ନେବା ଲାଗି ପୁରୀ ଗୋବର୍ନ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ପରାମର୍ଶ ଦେଇଛନ୍ତି । ପଶ୍ଚିମବଙ୍ଗ ଗଙ୍ଗାସାଗର ମେଳାରେ ଯୋଗ...
ନୀଳଗିରି ୧୩/୧ : ଠିକ ସମୟରେ ଆମ୍ବୁଲାନ୍ସ ଆସିନପାରିବାରୁ ବାଲେଶ୍ୱର ଜିଲ୍ଲା ନୀଳଗିରି ଅଂଚଳର ଜଣେ ଗର୍ଭବତୀ ମହିଳା ପ୍ରାଣ ହରାଇଛନ୍ତି । କାଆଁସ ଗ୍ରାମର ବାସନ୍ତୀ ନାୟକ ନାମ୍ନୀ ଏହି ମହିଳା ଜଣଙ୍କର ପ୍ରସବ...
ତେଲେଙ୍ଗାନା ୧୩/୧ : ତେଲେଙ୍ଗାନାରେ ଜଣେ ଓଡ଼ିଆ ଶ୍ରମିକ କାରଖାନାରେ କାମ କରୁଥିବାବେଳେ ପ୍ରାଣ ହରାଇଛନ୍ତି । ସେ କାରଖାନାର ଏକ ମେସିନରେ ଚାପି ହୋଇ ପ୍ରାଣ ହରାଇଥିବା କୁହାଯାଉଥିଲେ ହେଁ, ପ୍ରକୃତ କାରଣ ଏପର୍ଯ୍ୟନ୍ତ...
ଭୁବନେଶ୍ୱର ୧୨/୧ : ଅଙ୍ଗନୱାଡ଼ି କର୍ମୀଙ୍କ ବହୁଦିନର ଦାବି ଅନେକାଂଶରେ ପୂରଣ ହୋଇଛି । ରାଜ୍ୟ ସରକାର ସେମାନଙ୍କ ଦରମା ବୃଦ୍ଧି କରିଛନ୍ତି । ସେମାନେ ବର୍ଦ୍ଧିତ ଦରମା ୨୦୧୮ ଅକ୍ଟୋବରରୁ ପିଛିଲା ଭାବେ ପାଇବେ...
ଭୁବନେଶ୍ୱର ୧୨/୧ : ଆସନ୍ତା ୨୬ ତାରିଖ ସୁଦ୍ଧା କାଳିଆ ଯୋଜନାର ହିତାଧିକାରୀମାନଙ୍କୁ ସହାୟତା ଅର୍ଥ ପ୍ରଦାନ କରାଯିବ । ଯେଉଁମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଦେଣନେଣ ଚାଲିଛି ସେମାନଙ୍କୁ ଏହି ଅର୍ଥ ହସ୍ତାନ୍ତର କରାଯିବ ବୋଲି...
ପିପିଲି ୧୨/୧ : ପିପିଲି ନିକଟରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଜିତେନ୍ଦ୍ର ସାହୁ ଓରଫ ଜିତୁ ଗୁରୁତର ଆହତ ହୋଇଛି । ପିପିଲି-ଜଟଣୀ ରାସ୍ତାର ବାରିମୂଳ ଛକ ନିକଟରେ ପୋଲିସ ପକ୍ଷରୁ ଏହି ଏନକାଉଣ୍ଟର...
ଝାରସୁଗୁଡ଼ା ୧୨/୧ : ଝାରସୁଗୁଡ଼ାରେ ଏକ ସଡ଼କ ଦୁର୍ଘଟଣାରେ ଦୁଇଜଣ ଛାତ୍ରଛାତ୍ରୀ ପ୍ରାଣ ହରାଇଛନ୍ତି । ଜଣେ ଛାତ୍ରୀ ସ୍କୁଟି ଚଲାଇ ଯାଉଥିବାବେଳେ ଇକୋ ପାର୍କ ଛକ ନିକଟରେ ଏକ ଟ୍ରାକ୍ଟର ସହ ତାଙ୍କର ଧକ୍କା...