ଭୁବନେଶ୍ୱର ୨୯/୧୨ : ରାଜ୍ୟ କଣ୍ଟିଜେନ୍ସି ଫଣ୍ଡ (ଆପାତକାଳୀନ ପାଣ୍ଠି) ୧୬ଶହ କୋଟି ଟଙ୍କାକୁ ବୃଦ୍ଧି କରାଯିବ । ପୂର୍ବରୁ ଏହା ୪ ଶହ କୋଟି ଟଙ୍କା ଥିଲା । ନିକଟରେ ଚାଷୀମାନଙ୍କ ପାଇଁ ସରକାର...
ପୁରୀ ୨୯/୧୨ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସେବାକୁ ରାଜ୍ୟ ଯୋଜନାର ଶୀର୍ଷରେ ରଖିବା ପାଇଁ ଗଜପତି ମହରାଜା ଶ୍ରୀ ଦିବ୍ୟସିଂହ ଦେବ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ଶ୍ରୀମନ୍ଦିରରେ ଗତକାଲି ସୃଷ୍ଟି ହୋଇଥିବା ଗଣ୍ଡଗୋଳ...
ବାଙ୍କୀ ୨୯/୧୨ : ନିକଟସ୍ଥ କୁଶପଙ୍ଗା ଗ୍ରାମର ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଚୈତନ୍ୟ ପରିଡ଼ା ନାମକ ଏହି ଚାଷୀ ଜଣକ ଚାଷ ପାଇଁ ଋଣ କରିଥିଲେ । କିନ୍ତୁ ବିଭିନ୍ନ...
ଭୁବନେଶ୍ୱର ୨୯/୧୨ : ଖୋର୍ଦ୍ଧାରେ ପ୍ରସ୍ତାବିତ ଏଲପିଜି ବଟଲିଂ ପ୍ଲାଣ୍ଟ ପାଇଁ ଶୀଘ୍ର ଜମି ଯୋଗାଇ ଦେବାକୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି । ନବୀନଙ୍କୁ ପତ୍ର...
ଭୁବନେଶ୍ୱର ୨୯/୧୨ : ଦାରିଙ୍ଗବାଡ଼ିରେ ଚଳିତବର୍ଷର ପ୍ରଥମ ତୁଷାରପାତ ହୋଇଛି । ସେଠାରେ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ସେଲସିଅସ ରହିଥିବା ବେଳେ ଫୁଲବାଣୀରେ ତାପମାତ୍ରା ୭ ଡିଗ୍ରୀ ରହିଛି । ଭୁବନେଶ୍ୱରରେ ଆଜିର ସର୍ବନିମ୍ନ...
ବାରିପଦା ୨୯/୧୨ : ରାସଗୋବିନ୍ଦପୁର ବ୍ଲକ ଛତନାସ୍ଥିତ କୁକୁଡ଼ା ଚିଆଁ ଗବେଷଣା କେନ୍ଦ୍ରରେ ନିଆଁ ଲାଗିଯିବା ଫଳରେ ଅନେକ କ୍ଷୟକ୍ଷତି ଘଟିଛି । ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ପୋଡ଼ି ଯାଇଥିବାବେଳେ ଅନ୍ୟ କେତେକ ସାମଗ୍ରୀ ଜଳିଯାଇଛି...
ପୁରୀ ୨୮/୧୨ : ଶ୍ରୀମନ୍ଦିରରେ ପୋଲିସ ଓ ସେବାୟତଙ୍କ ମଧ୍ୟରେ ଗଣ୍ଡଗୋଳକୁ ନେଇ ଶୁକ୍ରବାର ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ସେବାୟତମାନେ ଦ୍ୱାର ନ ଫିଟାଇବା ଫଳରେ ଚତୁର୍ଦ୍ଧା ମୂର୍ତ୍ତୀଙ୍କ କୋ÷ଣସି ନୀତିକାନ୍ତି ଆରମ୍ଭ...
ଭୁବନେଶ୍ୱର ୨୮/୧୨ : ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ୭ଟି ଜିଲ୍ଲାର ୮ଟି ବ୍ଲକ୍ ଲାଗି ୪୯ କୋଟି ୭୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ଏହି ବ୍ଲକ୍ଗୁଡ଼ିକ ହେଲା ଭଦ୍ରକ ଜିଲ୍ଲାର...
ବାଲେଶ୍ୱର ୨୮/୧୨ : ବାଲେଶ୍ୱର ରେଳ ଷ୍ଟେସନ ନିକଟରୁ ପୋଲିସ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି । ଏହି ଯୁବକ ଜଣକ ହେଉଛନ୍ତି ବାଲେଶ୍ୱର ସଦର ଥାନା ପରଖି ଗ୍ରାମର ଗଣେଶ ଜେନା ।...
ଭୁବନେଶ୍ୱର ୨୮/୧୨ : ରାଜ୍ୟର ଜନଜାତି ଛାତ୍ରଙ୍କୁ ପୁନର୍ବାର ଷ୍ଟାଇପେଣ୍ଡ ଯୋଗାଣ ବ୍ୟବସ୍ଥା ଆରମ୍ଭ କରିବା ପାଇଁ ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନା ଦାବି କରିଛନ୍ତି । ଶୁକ୍ରବାର ଜିରୋ ଆୱାରରେ ଲୋକସଭାରେ ଏହି ପ୍ରସଙ୍ଗ...