ଭୁବନେଶ୍ୱର ୨୮/୧୨ : ମେଘାଳୟରେ ଉଦ୍ଧାର କାର୍ଯ୍ୟ ପାଇଁ ଓଡ଼ିଶାରୁ ଅଗ୍ନିଶମ ବିଭାଗର ଏକ ୨୦ ଜଣିଆ ଟିମ୍ ସିଲଂ ଯାତ୍ରା କରିଛନ୍ତି । ଅଗ୍ନିଶମ ବିଭାଗ ମୁଖ୍ୟଙ୍କ ନେତୃତ୍ୱରେ ଏହି ଟିମ୍ ସେଠାକୁ ଯାଇଛି...
କଟକ ୨୮/୧୨ : ସାଲେପୁର ନିକଟସ୍ଥ କମରପଦାଠାରେ ଏକ ବସ ଓଲଟି ପଡ଼ିବା ଫଳରେ ଦୁଇଜଣଙ୍କର ମୃତ୍ୟୁ ଘଟିଥିବାବେଳେ ପ୍ରାୟ ୨୦ ଜଣ ଆହତ ହୋଇଛନ୍ତି । ଏକ ହାଇୱା ସହ ଧକ୍କା ହେବା ଫଳରେ...
ଘଟଗାଁ ୨୮/୧୨ : ଘଟଗାଁ ନିକଟସ୍ଥ ଭୀମକୁଣ୍ଡରେ ସେଲଫି ନେଉଥିବାବେଳେ ଜଣେ ଯୁବକ ଭାସି ଯାଇଛନ୍ତି । ସେ ଫଟୋ ଉଠାଉଥିବାବେଳେ ହଠାତ୍ ପାଣି ଭିତରେ ପଡ଼ି ଯାଇଥିଲେ । ତାଙ୍କୁ ଉଦ୍ଧାର କରିବା ପାଇଁ...
ଭୁବନେଶ୍ୱର ୨୭/୧୨ : ପିପିଲି ଗଣଦୁଷ୍କର୍ମ ମାମଲାର ରାୟ ସମ୍ପର୍କରେ ମନ୍ତବ୍ୟ ଦେଇ ଅଡ଼ୁଅରେ ପଡ଼ିଛନ୍ତି କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ । ତାଙ୍କର ଇସ୍ତଫା ଦାବି କରି ମହିଳା କଂଗ୍ରେସ ଆଜି ଭୁବନେଶ୍ୱରସ୍ଥିତ ତାଙ୍କ...
ଭୁବନେଶ୍ୱର ୨୭/୧୨ : ମଣିପୁର ରାଜ୍ୟପାଳ ନଜମା ହେପାତୁଲ୍ଲା ଓଡ଼ିଶା ଗସ୍ତରେ ଆସିଛନ୍ତି । ସେ ରାଜ୍ୟର କେତେକ ପର୍ଯ୍ୟଟନସ୍ଥଳୀ ବୁଲିବାର କାର୍ଯ୍ୟକ୍ରମ ରହିଛି । ଆଜି ସେ ବିମାନ ବନ୍ଦରରେ ପହଂଚିବା ପରେ ସିଧା...
ଭୁବନେଶ୍ୱର ୨୭/୧୨ : କେନ୍ଦ୍ରକୁ ମରୁଡ଼ି ସହାୟତା ମଗାଯାଇଛି ବୋଲି ରାଜସ୍ୱ ମନ୍ତ୍ରୀ ମେହଶ୍ୱର ମହାନ୍ତି ସ୍ପଷ୍ଟ କରିଦେଇଛନ୍ତି । ଓଡ଼ିଶା ପକ୍ଷରୁ ମରୁଡ଼ି ସହାୟତା ପାଇଁ କୋ÷ଣସି ସ୍ମାରକପତ୍ର କେନ୍ଦ୍ରକୁ ଦିଆଯାଇନାହିଁ ବୋଲି ସଂସଦରେ...
ଭଞ୍ଜନଗର ୨୭/୧୨ : ଭଞ୍ଜନଗର ଅନ୍ତର୍ଗତ ବେଗୁନିଆପଡ଼ା ଜଙ୍ଗଲରୁ ପୋଲିସ ସୁନା ଓ ରୁପା ଜବତ କରିଛି । ବାବୁ ନାଏକ ଏନକାଉଣ୍ଟର ଘଟଣାରେ ପୋଲିସ ଜଙ୍ଗଲରେ ତଲାସି ଚଲାଇଥିବାବେଳେ ୩୭୭ ଗ୍ରାମର ସୁନା ଓ...
କେନ୍ଦୁଝର ୨୭/୧୨ : କେନ୍ଦୁଝର ଜିଲ୍ଲା କରଦାଙ୍ଗି ଗ୍ରାମରେ ଜଣେ ଯୁବତୀ ଜୀବନ୍ତଦଗ୍ଧ ହୋଇଛନ୍ତି । ତାଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ବାପଘର ଲୋକ ଅଭିଯୋଗ କରିଛନ୍ତି । ଏହି ମହିଳାଙ୍କ ନାମ ସବିତା...
ପୁରୀ ୨୭/୧୨ : ପାଳିଆ ପୁରସ୍କାର ନେଇ ସେବାୟତଙ୍କ ଅସନ୍ତୋଷ ଯୋଗୁ ଆଜି ଶ୍ରୀମନ୍ଦିରରେ କେତେକ ନୀତି ବିଳମ୍ବିତ ହୋଇଥିଲା । ବିଶେଷ କରି ମଙ୍ଗଳ ଆଳତୀ ଓ ମଇଲମ ନୀତି ପ୍ରଭାବିତ ହୋଇଥିଲା ।...
ଧର୍ମଗଡ ୨୭/୧୨ : ଧର୍ମଗଡ଼ରେ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯିବା ଫଳରେ ସ୍ୱାଭାବିକ ଜୀବନଯାତ୍ରା ଅଚଳ ହୋଇପଡ଼ିଛି । ଧର୍ମଗଡ଼କୁ ଜିଲ୍ଲାର ମାନ୍ୟତା ପ୍ରଦାନ ଦାବିରେ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବନ୍ଦ...