ରାଇରଙ୍ଗପୁର ୨୬/୧୨ : ବୁଧବାର ଦିନ ତିରିଙ୍ଗି ଥାନା ଅନ୍ତର୍ଗତ ଖେସେଲଡିହ ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଯବୁକ-ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପୋଲିସ ମୃତଦେହ ଜବତ କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି ।...
ପୁରୀ ୨୬/୧୨ : ନୂଆବର୍ଷ ଆରମ୍ଭରେ ଅଭଡା ଦର ତାଲିକା ବ୍ୟବସ୍ଥା କାର୍ଯ୍ୟକାରୀ ହେବ । ଅଭଡା ହାଣ୍ଡିର ମୂଲ୍ୟ କେତେ ରହିବ ତାହାର ଏକ ତାଲିକା ଆନନ୍ଦବଜାରରେ ମରାଯିବ । କେବଳ ଏତିକି ନୁହେଁ,...
ଭୁବନେଶ୍ୱର ୨୬/୧୨ : ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ ଯୋଗଁ ବୁଧବାର ଓଡ଼ିଶା ସମେତ ସାରା ଦେଶରେ ବ୍ୟାଙ୍କ ସେବା ଠପ୍ ହୋଇଯାଇଛି । ଦରମା ସଂଶୋଧନ ଦାବି ସହ ବ୍ୟାଙ୍କ ମିଶ୍ରଣକୁ ବିରୋଧ କରି ବ୍ୟାଙ୍କ...
ପୁରୀ ୨୫/୧୨ : କୋଣାର୍କ ଓ ଶ୍ରୀମନ୍ଦିର ଭଳି ବିଶ୍ୱବିଖ୍ୟାତ ମନ୍ଦିରଗୁଡ଼ିକ ଉପରେ ଡ୍ରୋନ ଉଡିବା ଘଟଣାକୁ ନିୟନ୍ତ୍ରଣ କରାଯାଇପାରୁନାହିଁ । ନିକଟରେ କୋଣାର୍କ ମନ୍ଦିର ଉପରେ ଡ୍ରୋନ ଉଡିଥିବାବେଳେ ବୁଧବାର ପୁରୀ ଶ୍ରୀମନ୍ଦିର ଉପରେ...
ଅନୁଗୁଳ ୨୬/୧୨ : ବଅଁରପାଳ ଥାନା ଗୋତମରା ନିକଟରେ ଏକ ବସ ଓ ଟ୍ରକ ମଧ୍ୟରେ ଧକ୍କା ହେବା ଫଳରେ ୩୦ରୁ ଉଦ୍ଧ୍ୱର୍ ଲୋକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର...
ଭୁବନେଶ୍ୱର ୨୫/୧୨ : ବହୁଚର୍ଚ୍ଚିତ ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୁଇ ଅଭିଯୁକ୍ତ ଖଲାସ ହୋଇଥିବାରୁ ତାହା ବିରୁଦ୍ଧରେ କ୍ରାଇବ୍ରାଂଚ ହାଇକୋର୍ଟ ଯିବ । ଏହି ସୂଚନା ଦେଇଛନ୍ତି କ୍ରାଇବ୍ରାଂଚର ଓକିଲ କାମଦେବ ତ୍ରିପାଠୀ...
ବ୍ରହ୍ମପୁର ୨୫/୧୨ : ସ୍ଥାନୀୟ ଏମକେସିଜି ମେଡିକାଲ କଲେଜ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି । ମଙ୍ଗଳବାର ଅପରାହ୍ନରେ ରେସିଡେଣ୍ଟ ଡକ୍ଟର୍ସ ହଷ୍ଟେଲରେ ନିଆଁ ଲାଗିଯାଇଥିଲା । ଦମକଳବାହିନୀ ପହଁଚି ନିଆଁକୁ ଆୟତ୍ତ କରିଥିଲେ ହେଁ, ହଷ୍ଟେଲର...
ରାୟଗଡା ୨୫/୧୨ : ରାୟଗଡ଼ା-ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ ମଙ୍ଗଳବାର ଅଳ୍ପକେ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛି । ରାୟଗଡ଼ା ନିକଟବର୍ତ୍ତି ସିଙ୍ଗାପୁର ଷ୍ଟେସନରେ ରେଳଲାଇନରେ ଫାଟ ହୋଇଥିବା ଦେଖି ସ୍ଥାନୀୟ ଲୋକେ ଷ୍ଟେସନ କର୍ତ୍ତୃପକ୍ଷଙ୍କୁ...
ପାରଳାଖେମୁଣ୍ଡି ୨୫/୧୨ : ବଂଶଧରା ଟ୍ରିବ୍ୟୁନାଲର ସଦସ୍ୟମାନେ ମଙ୍ଗଳବାର ଗଜପତି ଜିଲ୍ଲା ଗସ୍ତ କରି ସେଠାକାର ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହି ଟ୍ରିବ୍ୟୁନାଲର ୩ଜଣ ସଦସ୍ୟ କାଶୀପୁର ବ୍ଲକ୍ ସାରା ଗାଁରେ ପହଁଚି ସେଠାକାର...
ଭୁବନେଶ୍ୱର ୨୪/୧୨ : ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ନିକଟରେ ଦାବି କରିଛନ୍ତି । ସୋମବାର ଭୁବନେଶ୍ୱର ଆଇଆଇଟିର ପୂର୍ଣ୍ଣାଙ୍ଗ କ୍ୟାମ୍ପସ ଲୋକାର୍ପଣ ଉତ୍ସବରେ...