ଭୁବନେଶ୍ୱର ୨୧/୧୨ : ପ୍ରଧାନମନ୍ତ୍ରୀ ଆସନ୍ତା ୨୪ତାରିଖରେ ଓଡ଼ିଶା ଗସ୍ତରେ ଆସୁଥିବାବେଳେ ଆସନ୍ତା ମାସରେ ପୁଣିଥରେ ଓଡ଼ିଶା ଆସିବେ । ସେ ୫ ତାରିଖରେ ବାରିପଦା ଆସି ସେଠାରେ କେତେକ କାର୍ଯ୍ୟକ୍ରମ ଓ ସଭାରେ ଯୋଗଦେବେ...
ଝାରସୁଗୁଡ଼ା ୨୧/୧୨ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଝାରସୁଗୁଡ଼ା ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି । ସେ କୋଲାବିରା ଓ ଝାରସୁଗୁଡ଼ାରେ ଏସବୁ ବିକାଶ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି...
ଭୁବନେଶ୍ୱର ୨୧/୧୨ : ସମ୍ପ୍ରତି ଚାଷୀମାନେ ସମ୍ମୁଖୀନ ହୋଇଥିବା ସମସ୍ୟା ପାଇଁ କଂଗ୍ରେସ ରାଜ୍ୟର ବିଜେଡ଼ି ସରକାର ଓ କେନ୍ଦ୍ରର ବିଜେପି ସରକାରଙ୍କୁ ଦାୟୀ କରିଛି । କଂଗ୍ରେସ କହିଛି ଯେ, ଦଳ କ୍ଷମତାକୁ ଆସିଲେ...
ଭୁବନେଶ୍ୱର ୨୧/୧୨ : କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଓଡ଼ିଶାକୁ ଫୋକସ ରାଜ୍ୟ ରୂପେ ଗ୍ରହଣ କରି ଏହି ରାଜ୍ୟରେ ଅନେକ ବିକାଶ କାର୍ଯ୍ୟକ୍ରମ କରିଚାଲିଛି ବୋଲି ଦଳ ପକ୍ଷରୁ କରାଯାଉଥିବା ପ୍ରଚାରକୁ ବିଜେଡ଼ି...
ଭୁବନେଶ୍ୱର ୨୧/୧୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୪ ତାରିଖରେ ଓଡ଼ିଶା ଗସ୍ତରେ ଆସୁଥିବାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବ୍ଲ୍ୟୁ ବୁକ୍ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି ବୋଲି ଭୁବନେଶ୍ୱର-କଟକ...
ଭୁବନେଶ୍ୱର ୨୦/୧୨ : ବିଦ୍ୟୁତ ଆଘାତରେ ହାତୀଙ୍କ ମୃତ୍ୟୁ ପାଇଁ ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲ ସେସୁ ଉପରେ ଆଉ ୩ କୋଟି ଟଙ୍କା ଜୋରିମାନା କରିଛନ୍ତି । ପୂର୍ବରୁ ଏନଜିଟି ଗତ ଅକ୍ଟୋବର ୩୦ ତାରିଖରେ...
ନୂଆଦିଲ୍ଲୀ ୨୦/୧୨ : ସଂସଦ ଓ ବିଭିନ୍ନ ରାଜ୍ୟର ବିଧାନସଭାଗୁଡ଼ିକରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ଦାବି ନେଇ ଆଜି ବିଜେଡ଼ି ସାଂସଦମାନଙ୍କ ଏକ ପ୍ରତିନିଧି ଦଳ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କୁ ଭେଟିଛି...
ଭୁବନେଶ୍ୱର ୨୦/୧୨ : ଭାରତୀୟ ପୋଲିସ ହକି ଦଳରେ ଓଡ଼ିଶା ପୋଲିସର ୩ ଜଣ ଖେଳାଳି ସ୍ଥାନ ପାଇଛନ୍ତି । ଏହି ଖେଳାଳିମାନେ ହେଲେ ରୋଶନ ବାହାଲା, ବିକାଶ ବାର୍ଲା ଓ ବିଜୟ ଲାକ୍ରା ।...
ଭୁବନେଶ୍ୱର ୨୦/୧୨ : କୃଷି ଋଣ ଛାଡ ପ୍ରସଙ୍ଗକୁ ନେଇ ସମ୍ପ୍ରତ୍ତି ରାଜନୀତି ଜୋର୍ ଧରିଥିବା ବେଳେ ଏ କ୍ଷେତ୍ରରେ ଏକ ନିର୍ଦ୍ଦିଷ୍ଟ ଜାତୀୟ ନୀତି ପ୍ରଣୟନ ପାଇଁ ଓଡ଼ିଶା ସରକାର ଦାବି କରିଛନ୍ତି ।...
ଭବନେଶ୍ୱର ୨୦/୧୨ : ଷ୍ଟାର୍ଟ ଅପ୍ କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଏ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ପ୍ରଥମ ୫ଟି ରାଜ୍ୟ ମଧ୍ୟରେ ଓଡ଼ିଶା ସ୍ଥାନ ପାଇଛି । ଗୁଜରାଟ...