ଭୁବନେଶ୍ୱର ୧୮/୧୨ : ରୋଗୀକୈନ୍ଦ୍ରିକ ନିରବଚ୍ଛିନ୍ନ ସେବା ଯୋଗାଣ ଉପରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଡଃ. ପ୍ରମୋଦ କୁମାର ମେହେର୍ଦ୍ଦା ଗୁରୁତ୍ୱାରୋପ କରିଛନ୍ତି । ମଙ୍ଗଳବାର ଭୁବନେଶ୍ୱରଠାରେ ଆରମ୍ଭ ହୋଇଥିବା ଜିଲ୍ଲା ମୁଖ୍ୟ...
ଭୁବନେଶ୍ୱର ୧୮/୧୨ : ହରିଆଣାର ମାନେଶ୍ୱରରେ ଅନୁଷ୍ଠିତ ୬ ଦିନିଆ ୧୯ତମ ସର୍ବଭାରତୀୟ ପୋଲିସ ବନ୍ଧୁକ ଚାଳନା ପ୍ରତିଯୋଗିତାରେ ଓଡ଼ିଶା ପୋଲିସ ଦଳଗତ ଭାବେ ତୃତୀୟ ସ୍ଥାନ ହାସଲ କରିଛି । ପ୍ରତିଯୋଗିତାରେ ୧୭୦୬ ପଏଂଟ...
ଭୁବନେଶ୍ୱର ୧୮/୧୨ : ଆସନ୍ତା ଜାନୁଆରୀ ମାସରୁ ଝାରସୁଗୁଡ଼ା ବିମାନ ବନ୍ଦରରୁ କେତେକ ସ୍ଥାନକୁ ସିଡ୍ୟୁଲ ବିମାନ ଚଳାଚଳ କରିବ । ଏଗୁଡ଼ିକ ବୋଇଂ ଭଳି ବଡ଼ ବିମାନ ବୋଲି ବିମାନବନ୍ଦରର ନିର୍ଦ୍ଦେଶକ ଏଚ୍କେ ଚୋ÷ହାନ...
କଟକ ୧୮/୧୨ : କୋଣାର୍କ ମନ୍ଦିର ପ୍ରତି କୋ÷ଣସି ବିପଦ ନାହିଁ ବୋଲି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ଏଏସ୍ଆଇ ପ୍ରକାଶ କରିଛି । ମଙ୍ଗଳବାର ହାଇକୋର୍ଟରେ ଦାଖଲ ହୋଇଥିବା ଏକ ସତ୍ୟପାଠରେ ଏଏସ୍ଆଇ ମହାନିର୍ଦ୍ଦେଶକ...
ଭୁବନେଶ୍ୱର ୧୮/୧୨ : ସାମୂଦ୍ରିକ ଝଡ଼ ପେଥାଇ ଦ୍ୱାରା କ୍ଷତିଗ୍ରସ୍ତ ଫସଲ ପାଇଁ ସରକାରଙ୍କ ପକ୍ଷରୁ ସହାୟତା ପ୍ରଦାନ କରାଯିବ । ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ଏହା...
କୋରାପୁଟ ୧୮/୧୨ : ଜୟପୁରରେ ହାଇକୋର୍ଟର ସ୍ଥାୟୀ ବେଂଚ ସ୍ଥାପନ କରିବା ଦାବିରେ ମଙ୍ଗଳବାର ଅଭିଭକ୍ତ କୋରାପୁଟ ଜିଲ୍ଲାରେ ବନ୍ଦ ପାଳନ କରାଯାଇଛି । ଫଳରେ ଜୟପୁର, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଓ ରାୟଗଡ଼ା ଆଦି...
ଭୁବନେଶ୍ୱର ୧୭/୧୨ : ଓଡ଼ିଶାର ତିତଲି କ୍ଷତିଗ୍ରସ୍ତ ଅଂଚଳ ପାଇଁ କେନ୍ଦ୍ର ସରକାର ୧୦୩ କୋଟି ୫୯ ଲକ୍ଷର ଅତିରିକ୍ତ ସହାୟତା ମଞ୍ଜୁର କରିଛନ୍ତି । ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ୍ ମାଧ୍ୟମରେ ଏହି ସୂଚନା...
ଭୁବନେଶ୍ୱର ୧୭/୧୨ : କୃଷକମାନଙ୍କୁ କେନ୍ଦ୍ର ସରକାର ଅବହେଳା କରିଚାଲିଥିବା ଅଭିଯୋଗ କରି ବିଜେଡ଼ି ଏହାର ଦୃଢ଼ ପ୍ରତିବାଦ ପାଇଁ ନିଷ୍ପତ୍ତି ନେଇଛି । କୃଷକଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଦଳ ପକ୍ଷରୁ ଜାନୁଆରୀ ୮...
ଭୁବନେଶ୍ୱର ୧୭/୧୨ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଗୁଜରାଟ ଗସ୍ତ କରି ସେଠାରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ଦୁଃଖସୁଖ ବୁଝିଛନ୍ତି । ବିଶେଷ କରି ସୁରଟରେ ରହୁଥିବା ଓଡ଼ିଆମାନଙ୍କ ବିଭିନ୍ନ ସମସ୍ୟାର ଆଶୁ ପ୍ରତିକାର...
ଭୁବନେଶ୍ୱର ୧୭/୧୨ : ଏଣିକି ରାଜଧାନୀ ଓ ଶତାବ୍ଦୀ ଏକ୍ସପ୍ରେସର ଟିଟିଇମାନଙ୍କୁ ହାତରେ ଧରି କାମ କରିବା ପାଇଁ ମିନି ଟର୍ମିନାଲ ପ୍ରଦାନ କରାଯିବ । ଏହି ଟର୍ମିନାଲ ମାଧ୍ୟମରେ ଟିଟିଇମାନେ ଖାଲିଥିବା ବର୍ଥ ସମ୍ପର୍କରେ...