କୋରାପୁଟ ୧୩/୧୨ : ଚାଷୀଙ୍କ ଠାରୁ ଧାନ କିଣାରେ ଅନିୟମିତତା ଅଭିଯୋଗ କରି ଗୁରୁବାର ବୋରିଗୁମ୍ମା ବ୍ଲକ୍ ଅନ୍ତର୍ଗତ ୧୭ଟି ପଂଚାୟତର କୃଷକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ସେମାନେ ବିଭିନ୍ନ ସ୍ଥାନରେ ବିକ୍ଷୋଭ କରିବା ସହ...
ଦେବଗଡ଼ ୧୩/୧୨ : ଗତ ବୁଧବାର ଆଠଗଡ଼ ବନଖଣ୍ଡ ଅଂଚଳରେ ଏକ ହାତୀର ମୃତ୍ୟୁ ଘଟିଥିବା ବେଳେ ଆଜି ମଧ୍ୟ ଦେବଗଡ଼ ଅଂଚଳରୁ ଆଉ ଏକ ହାତୀର ମୃତଦେହ ଠାବ କରାଯାଇଛି । ଦେବଗଡ଼ ରେଂଜର...
ଭୁବନେଶ୍ୱର ୧୨/୧୨ : ମଧୁବାବୁ ପେନସନ୍ ଯୋଜନାରେ ଆଉ ୫ ଲକ୍ଷ ବୃଦ୍ଧ ବୃଦ୍ଧାଙ୍କୁ ସାମିଲ କରାଯିବ । ରାଜ୍ୟର ଜଣେ ବି ଯୋଗ୍ୟ ହିତାଧିକାରୀ ଯେପରି ଏହି ଯୋଜନାରୁ ବଂଚିତ ନ ହୁଅନ୍ତି ସେଥିପ୍ରତି...
ଭୁବନେଶ୍ୱର ୧୨/୧୨ : ଡିଜେଲ ମୂଲ୍ୟ କମିଥିବାରୁ ରାଜ୍ୟରେ ବସ ଭଡ଼ା ମଧ୍ୟ ହ୍ରାସ ପାଇଛି । ଅର୍ଡିନାରୀ ଓ ଏକ୍ସପ୍ରେସ୍ ଭଡ଼ା ୨ ପଇସା କମିଥିବାବେଳେ ଡିଲକ୍ସ ଓ ଏସି ଡିଲକ୍ସ ବସ ଭଡ଼ା...
ସୁନ୍ଦରଗଡ଼/କାମାକ୍ଷାନଗର ୧୨/୧୨ : ସୁନ୍ଦରଗଡ଼ ଜିଲ୍ଲାରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଢ଼େଙ୍କାନାଳ ଜିଲ୍ଲାରେ ଅନୁରୂପ ଘଟଣାରେ ଅନ୍ୟ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ବ୍ଲକ୍ ତାମଡା ରେଞ୍ଜ...
ଆଠଗଡ଼ ୧୨/୧୨ : ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ରାଜନଗର ସଦରତଇଲା ଅଂଚଳରୁ ଏକ ହାତୀର ମୃତଦେହ ଠାବ କରାଯାଇଛି । ତା ଶରୀରର କେତେକ ସ୍ଥାନରୁ ରକ୍ତ ବାହାରି ଶୁଖି ଯାଇଛି । ଏହା ଏକ...
କଟକ ୧୦/୧୨ : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଅଂଚଳର ଜଣେ ଯୁବ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । କୋଲଣପୁର ଗାଁର ସୁମନ୍ତ ମଲ୍ଲିକ ନାମକ ଏହି ଚାଷୀ ଜଣକ ଗତକାଲି ରାତିରେ ଘରେ...
ଅନୁଗୁଳୁ ୧୦/୧୨ : ଆଠମଲ୍ଲିକର ପୂର୍ବତନ ବିଧାୟକ ରାଜକିଶୋର ପ୍ରଧାନଙ୍କ ଅସ୍ୱାଭାବିକ ଭାବେ ମୃତ୍ୟୁ ଘଟିଛି । ଗତ ରାତିରେ କଇଁଫୁଲିଆ ଗ୍ରାମ ନିକଟ ରେଳ ଲାଇନ କଡ଼ରୁ ତାଙ୍କ ଶବ ଉଦ୍ଧାର କରାଯାଇଛି ।...
ସମ୍ବଲପୁର ୧୦/୧୨ : ଭିମସାରର ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରୀଙ୍କ ବିରୁଦ୍ଧରେ ସରକାରୀ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ସୋମବାର ରାଜରାସ୍ତାକୁ ଓହ୍ଲାଇଛନ୍ତି ବୁର୍ଲାବାସୀ । ସେମାନେ ସୋମବାର ୧୨ ଘଣ୍ଟିଆ ବନ୍ଦ ପାଳନ କରିବା ଫଳରେ ବୁର୍ଲା ସମ୍ପୂର୍ଣ୍ଣ...
ଭୁବନେଶ୍ୱର ୧୦/୧୨ : ସୋମବାର ଭୁବନେଶ୍ୱରରେ କୋଣାର୍କ ସୁରକ୍ଷାକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ପରେ କେନ୍ଦ୍ରମନ୍ତ୍ରୀ ମହେଶ ଶର୍ମା କହିଛନ୍ତି ଯେ, କୋଣାର୍କ ସୁରକ୍ଷାକୁ କେନ୍ଦ୍ର ସରକାର ଗୁରୁତର...