ଭୁବନେଶ୍ୱର ୨୯/୧୧ : ରାଜ୍ୟରେ ଶିଳ୍ପ ବାଣିଜ୍ୟର ପ୍ରସାର ଲାଗି ଉଦ୍ଦିଷ୍ଟ ବିଭିନ୍ନ ସଂସ୍କାର ଯୋଜନାକୁ ଶତ ପ୍ରତିଶତ ସଫଳ କରିବା ପାଇଁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ...
ନୂଆଦିଲ୍ଲୀ ୨୯/୧୧ : ପୋଲାଭରମ ପ୍ରକଳ୍ପ ମାମଲାରେ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ଝଟ୍କା ଲାଗିଛି । ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କ ଆବେଦନକୁ ବିଚାରକୁ ନେଇ ସୁପ୍ରିମ୍କୋର୍ଟ ତୁରନ୍ତ ପ୍ରକଳ୍ପ ସମ୍ପର୍କରେ ଜନଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଛନ୍ତି...
ସମ୍ବଲପୁର ୨୯/୧୧ : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଂଚ ପ୍ରତିଷ୍ଠା ଦାବିରେ ଗୁରୁବାର ସମ୍ପୃକ୍ତ ଅଂଚଳରେ ଗୁରୁବାର ଠାରୁ ୨୪ ଘଂଟିଆ ବନ୍ଦ ଆରମ୍ଭ ହୋଇଛି । ଫଳରେ କେବଳ ବଲାଙ୍ଗିର ଓ କଳାହାଣ୍ଡି...
ଭୁବନେଶ୍ୱର ୨୯/୧୧ : ପାରାଦ୍ୱୀପରେ ଭାରତୀୟ ତୈଳ ନିଗମ (ଆଇଓସିଏଲ୍)ର ପଲିପ୍ରପିଲିନ୍ ପ୍ଲାଂଟରୁ ଆସନ୍ତା ବର୍ଷ ଫେବୃୟାରୀରୁ ଉତ୍ପାଦନ ଆରମ୍ଭ ହେବ । ଏହା ପ୍ରସ୍ତାବିତ ପାରାଦ୍ୱୀପ ପ୍ଲାଷ୍ଟିକ୍ ପାର୍କକୁ କଂଚା ମାଲ୍ ଯୋଗାଇବ ।...
ଝାରସୁଗୁଡ଼ା ୨୯/୧୨ : ଝାରସୁଗୁଡ଼ା ଜିଲ୍ଲା ଅନ୍ତର୍ଗତ ବେଲ୍ପାହାଡର ଛୁଆଲିବେର୍ଣ୍ଣାଠାରେ ଥିବା ଏକ ବାଣ ଗୋଦାମରେ ବିସ୍ଫୋରଣ ଘଟି ଜଣେ କର୍ମଚାରୀ ପ୍ରାଣ ହରାଇଛନ୍ତି । ଏହି କର୍ମଚାରୀଙ୍କ ନାମ ସୁଶାନ୍ତ ଧୁରୁଆ । କର୍ମଚାରୀଜଣକ...
ମାଲକାନଗିିରି ୨୯ ।୧୧ : ପଡ଼ୋଶୀ ଛତିଶଗଡ଼ର ସୁକମ୍ ଜିଲ୍ଲା ଅନ୍ତର୍ଗତ ମୁଲେର ଜଙ୍ଗଲରେ ଗୁରୁବାର ମାଓବାଦୀ ଓ ଯବାନଙ୍କ ସଂଘର୍ଷ ଘଟିଛି । ଏଥିରେ ଜଣେ ମାଓ କମାଡରଙ୍କ ମୃତ୍ୟୁ ହୋଇଛି । ନିରାପତା...
ବରଗଡ଼ ୨୮/୧୧ : ବରଗଡ଼ ଜିଲ୍ଲାର ସୋହେଲାରେ ବୁଧବାର ବନ୍ଦ ପାଳନ କରାଯାଇଛି । ଫଳରେ ସ୍ୱାଭାବିକ ଜୀବନଯାତ୍ରା ବହୁ ଅଂଶରେ ବ୍ୟାହତ ହୋଇଛି । ସୋହେଲାକୁ ସବ୍ଡିଭିଜନ ମାନ୍ୟତା ପ୍ରଦାନ ଦାବିରେ ସ୍ଥାନୀୟ ନାଗରିକ...
ବଲାଙ୍ଗିର ୨୮/୧୧ : ବଲାଙ୍ଗିରରେ ମଙ୍ଗଳବାର ରାତିରେ ଜଣେ ବ୍ୟକ୍ତି ଜିଅନ୍ତା ପୋଡ଼ି ଯାଇଛନ୍ତି । ସ୍ଥାନୀୟ ଲ କଲେଜ ନିକଟରେ ଥିବା ନିଜ ଦୋକାନରେ ଶୋଇଥିବାବେଳେ ଏଭଳି ଅଘଟଣ ଘଟିଛି । ଦୋକାନରେ ହଠାତ୍...
ବାଲେଶ୍ୱର ୨୮/୧୧ : ବାଲେଶ୍ୱର କଳମା ପଂଚାୟତର ଲୋକମାନେ କେତେକ ଦାବି ନେଇ ରାଜରାସ୍ତାକୁ ଓହ୍ଲାଇବା ଫଳରେ ୫ନଂ ଜାତୀୟ ରାଜପଥରେ କେତେଘଂଟା ପାଇଁ ଗାଡ଼ି ଚଳାଚଳ ବ୍ୟାହତ େହୋଇଛି । ସମ୍ପୃକ୍ତ ପଂଚାୟତରେ ସରକାରଙ୍କ...
ଭୁବନେଶ୍ୱର ୨୮/୧୧ : ଭୁବନେଶ୍ୱରରେ ରାଜ୍ୟ ଭିଜିଲାନ୍ସ ଏକାଡେମୀ ପ୍ରତିଷ୍ଠା ହୋଇଛି । ସମଗ୍ର ଦେଶରେ ଏହା ହେଉି ସର୍ବ ପ୍ରଥମ ଭିଜିଲାନ୍ସ ଏକାଡେମୀ । ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ବୁଧବାର...