ଭୋପାଳ: ମଧ୍ୟପ୍ରଦେଶ ରାଜ୍ୟପାଳ ଏବେ ରାଜ୍ୟର ଜଣେ ଅଗ୍ରଣୀ ଚାଷୀ। ପଚାଶ ଦିନର କୋଭିଡ-୧୯ ଲକଡାଉନ ମଧ୍ୟପ୍ରଦେଶ ରାଜ୍ୟପାଳ ଲଲଜୀ ଟଣ୍ଡନଙ୍କୁ କରିଦେଇଛି ଜଣେ ଚାଷୀ। ରାଜଭବନ ବଗିଚାରେ ଆଜିକାଲି ପାଳୁଛି ଦାମୀ ପନିପରିବା। ରାଜ୍ୟପାଳ...
ଭୁବନେଶ୍ୱର: ଅମ୍ଫାନ କନ୍ୟାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ତାଙ୍କ ଫେସଵୁକ ରେ ଏକ ବାର୍ତ୍ତା ପୋଷ୍ଟ କରି ମହାକାଳପଡ଼ାରେ ଅମ୍ଫାନ ବାତ୍ୟା ସମୟରେ ଏକ ଅଗ୍ନିଶମ ଗାଡ଼ିରେ...
ଡ଼ଲଫିନ ପ୍ରଧାନ କେନ୍ଦ୍ରାପଡା : ମା ଓ ନବଜାତ ଶିଶୁ ପାଇଁ ଦେବଦୂତ ସାଜିଲେ ଅଗ୍ନିଶମ ବିଭାଗ । ଅମ୍ଫାନ ବାତ୍ୟାର ପ୍ରକୋ ପରେ ଫସି ରହିଥିବା ଗର୍ଭବତୀ ମହିଳାଙ୍କୁ ଅଗ୍ନିଶମ ବିଭାଗ ଉଦ୍ଧାର କରି...
ଭୁବନେଶ୍ୱର: ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳଙ୍କର ବଦଳିକୁ ରାଜ୍ୟ ସରକାର ସ୍ଥଗିତ ରଖିଛନ୍ତି। ସାମୁଦ୍ରିକ ଝଡ ଅମ୍ଫାନର ଓଡିଶା ଉପକୂଳ ଜିଲ୍ଲାଗୁଡିକ ବ୍ୟାପକ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ଥିବା...
ନୂଆଦିଲ୍ଲୀ:ଘରବହୁଡା ପ୍ରବାସୀ ଶ୍ରମିକଙ୍କୁ ବିଜେପି ଦେବ ଜୋତା । ଲକଡାଉନର ଦୁର୍ଦ୍ଦଶାରେ ଅତିଷ୍ଠ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ଏବେ ଘର ମୁହାଁ। ଗାଡି ମୋଟରକୁ ଅପେକ୍ଷା ନ କରି ସେମାନେ ଏବେ ଚାଲି ଚାଲି...
କୋଲକତା: ମୁସାଫିର ହୁଁ ୟାରୋ ନା ଘର ହୈ ନା ଠିକାନା…. ପୁରୁଣା ହିନ୍ଦୀ ସିନେମା ପରିଚୟର ଏହି ଗୀତ ବେଶ ଲୋକପ୍ରିୟ। ହେଲେ ବର୍ତ୍ତମାନ ଏହି ଗୀତର ଲୋକପ୍ରିୟତା ବଢି ଯାଇଛି। ଗୀତଟିକୁ ପଶ୍ଚିମବଙ୍ଗ...
କୋଲକତା: ସୋସିଆଲ ମିଡିଆରେ ଫୋଟୋ ଛାଡି କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ଅଡୁଆରେ ପଡିଛନ୍ତି। ଗତ ମେ ୮ ତାରିଖରେ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ତାଙ୍କ ଟ୍ଵିର୍ଟର ହେଣ୍ଡେଲରେ ଏକ ଫୋଟୋ ଦେଇଥିଲେ। ଏହି ଫୋଟୋରେ, ପଶ୍ଚିମବଙ୍ଗର...
ଭୋପାଳ: ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏବେ କଂଗ୍ରେସ ନେତା କମଳ ନାଥଙ୍କ ଋଣ ଶୁଝୁଛନ୍ତି। ତିନି ତିନି ଥର ମୁଖ୍ୟମନ୍ତ୍ରୀ ହେବା ପରେ ଯେତେବେଳ ଚତୁର୍ଥ ଥର ମୁଖ୍ୟମନ୍ତ୍ରୀ ହେବାକୁ ଯାଉ ଯାଉ...
ଭୁବନେଶ୍ୱର: ଅବସରପ୍ରାପ୍ତ ଆଇଏଏସ ଅଫିସର ପ୍ରଫୁଲ୍ଲ କୁମାର ରାଉତଙ୍କୁ ରାଜ୍ୟ ସରକାର ପୁନର୍ନିଯୁକ୍ତି ଦେଇଛନ୍ତି। ଅର୍ଥ ବିଭାଗର ସ୍ୱଳ୍ପ ସଞ୍ଚୟ ଯୋଜନା ନିର୍ଦ୍ଦେଶକ ରାଉତ ଗତ ମାର୍ଚ୍ଚ ମାସରେ ଅଵସର ଗ୍ରହଣ କରିଥିଲେ। ରାଜ୍ୟ ସରକାର...
ନୂଆଦିଲ୍ଲୀ: ପାଖ ଅଧିକୃତ ପାକିସ୍ତାନ ଉପରେ ଭାରତର ଏଆର ଷ୍ଟ୍ରଇକ! ଏଥର ଏଆର ଷ୍ଟ୍ର।ଇକ କିନ୍ତୁ କରିଛି ଭାରତର ସରକାରୀ ସୂଚନା ସଂସ୍ଥା ପ୍ରସରଭାରତୀ। ଦୂରଦର୍ଶନ ଓ ଅଲ ଇଣ୍ଡିଆ ରେଡିଓରୁ ଭାରତର ପାଣିପାଗ ଖବର...