ଭୁବନେଶ୍ୱର: ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନସେସ (କିସ)ର ଛାତ୍ରଛାତ୍ରୀ ପୁଣି ଥରେ ବାଜିମାତ କରିଥିବା ବେଳେ ୩୫୦ ଛାତ୍ରଛାତ୍ରୀ ୬୦%ରୁ ଅଧିକ ନମ୍ବର ରଖି ଉତୀର୍ଣ୍ଣ ହୋଇଛନ୍ତି। କିସର ପାସ...
ଭୁବନେଶ୍ୱର: ଓଡିଶା କ୍ୟାଡରର ୨୦୦୭ ବ୍ୟାଚ ଆଇଏଏସ ଅଫିସର ରବୀନ୍ଦ୍ର ପ୍ରସାଦ ସିଂହ ହେବେ ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାରଙ୍କ ନୂତନ ବ୍ୟକ୍ତିଗତ ସଚିବ। ରାଜୀବ କୁମାରଙ୍କ ତିନି ବର୍ଷର ଉପାଧ୍ୟକ୍ଷ କାଳରେ ଏହି...
ନୂଆଦିଲ୍ଲୀ: ପ୍ରିୟଙ୍କାଙ୍କୁ ମିଳିଲା ବିଜେପି ନେତାଙ୍କ ନିମନ୍ତ୍ରଣ। କଂଗ୍ରେସ ନେତ୍ରୀଙ୍କୁ ନୈଶ୍ୟ ଭୋଜି ପାଇଁ ନିମନ୍ତ୍ରଣ ଦେଲେ ବଜେପି ମିଡ଼ିଆ ସେଲର ଅଧ୍ୟକ୍ଷ ତଥା ରାଜ୍ୟସଭା ସଦସ୍ୟ ଅନୀଲ ବାଲୁନି। ପ୍ରିୟଙ୍କାଙ୍କ ଚା’ ଭୋଜିର ନିମନ୍ତ୍ରଣର...
ଭୁବନେଶ୍ବର: କୋଭିଡ ଡ୍ୟୁଟିରେ ମୃତ୍ୟୁବରଣ କରୁଥିବା କୋଭିଡ ଯୋଦ୍ଧାଙ୍କ ନିକଟତମ ଆତ୍ମୀୟ ମାନଙ୍କୁ ୫୦ ଲକ୍ଷ ଟଙ୍କା ସହାୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଘୋଷଣା କରିଛନ୍ତି। ଏହି ସହାୟତା କୋଭିଡ ଯୁଦ୍ଧରେ...
ନୂଆଦିଲ୍ଲୀ: ବିଜେପି ନେତାଙ୍କୁ ଚା’ କୁ ଡାକିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ। ବିଜପିର ଗଣମାଧ୍ୟମ ବିଭାଗ ମୁଖ୍ୟ ତଥା ରାଜ୍ୟସଭା ସଦସ୍ୟ ଅନିଲ ବାଲୁନି ଓ ତାଙ୍କ ପରିବାର ବର୍ଗଙ୍କୁ ପ୍ରିୟଙ୍କା ଚା’ ଭୋଜିକୁ...
ଶ୍ରୀନଗର: କାଶ୍ମୀରର ସୁବାସିତ ସାଫ୍ରନକୁ ଜିଆଇ (ଜିଓଗ୍ରାଫିକାଲ ଇଣ୍ଡକେସନ) ଟ୍ୟାଗ ମିଳିଛି। “କାଶ୍ମୀର ଉପତ୍ୟକାର ଏହି ସାଫ୍ରନ ବ୍ରାଣ୍ଡକୁ ବିଶ୍ୱ ସ୍ୱୀକୃତି ଦେବା ଦିଗରେ ଏହା ଏକ ଐତିହାସିକ ପଦକ୍ଷେପ”, ବୋଲି ଉପ-ରାଜ୍ୟପାଳ ଜିସି ମୁର୍ମୁ...
ନୂଆଦିଲ୍ଲୀ: ଓଡିଶାକୁ ମିଳିବକି ରାଜ୍ୟସଭା ଉପାଧ୍ୟକ୍ଷ ପଦ? ଏହି ଚର୍ଚ୍ଚା ବର୍ତ୍ତମାନ ଜୋର ଧରିଛି ଭୁବନେଶ୍ୱରରୁ ଦିଲ୍ଲୀ ଯାଏ। ଗତ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ବେଳେ ଓଡିଶା କଥା ଉଠିଥିଲା। ସେତେବେଳେ ବିଜେଡିର ବରିଷ୍ଠ ସାଂସଦ...
ନୂଆଦିଲ୍ଲୀ: ଓଡ଼ିିିଶାରୁୁ ରାଜ୍ୟସଭାକୁ ନବ ନିର୍ବାଚିତ ଚାରିଜଣ ସାଂସଦ ରାଜ୍ୟର ସର୍ବାଙ୍ଗୀନ ବିକାଶ ଦିଗରେ ଧ୍ୟାନ ଦେବେ ବୋଲି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଅନଙ୍ଗ କୁମାର ପଟନାୟକ ମତପ୍ରକାଶ କରିଛନ୍ତି |ନୂତନ ରାଜ୍ୟସଭା ସାଂସଦ ମାନଙ୍କର...
ଡ଼ଲଫିନ ପ୍ରଧାନ ନୂଆଦିଲ୍ଲୀ: ଭାରତ-ଚୀନ୍ ଉତ୍ତେଜନା ଭିତରେ ରାଫେଲ୍ ଯୁଦ୍ଧ ବିମାନର ପ୍ରଥମ ପର୍ଯ୍ୟାୟ ୨୯ ଜୁଲାଇରେ ହସ୍ତାନ୍ତର ହେବାକୁ ଯାଉଛି। ଭାରତୀୟ ବାୟୁସେନା ରାଫେଲ ଯୁଦ୍ଧ ବିମାନରେ ଫ୍ରାନ୍ସର ସବୁଠାରୁ ଘାତକ ‘ହେମର’ କ୍ଷେପଣାସ୍ତ୍ର...
ରାୟପୁର: ଅଗଷ୍ଟ ୩ ତାରିଖରେ ପଡୁଛି ରାକ୍ଷୀ ପୂର୍ଣ୍ଣିମା। ହିନ୍ଦୁ ଧର୍ମର ଭାଇ-ଭଉଣୀର ପବିତ୍ର ସମ୍ପର୍କର ପର୍ବ ରକ୍ଷାବନ୍ଧନ ଉତ୍ସବ। ରାକ୍ଷୀ ଉତ୍ସବ ଅବ୍ୟବହିତ ପୁର୍ବରୁ ବିଜେପି ସାଧାରଣ ସମ୍ପାଦକ ତଥା ରାଜ୍ୟସଭା ସରୋଜ ପାଣ୍ଡେ...