ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଭାବଶାଳୀ ବ୍ୟକ୍ତିତ୍ବ ତାଲିକାରେ ଦୌଡରଣୀ ଦୂତିଚାନ୍ଦ ନାଁ ରହିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ ଆନ୍ଦୋଳନକୁ ପ୍ରଚାର ପ୍ରସାର କରିବାକୁ ସରକାର ଦେଶର ୫୦୦ ପ୍ରଭାବଶାଳୀ ବ୍ୟକ୍ତିତ୍ୱଙ୍କର ଏକ ତାଲିକା ପ୍ରସ୍ତୁତ...
ଭୁବନେଶ୍ୱର: ଓଡିଶା ବିଧାନସଭାର ପୂର୍ବତନ ବାଚସ୍ପତି ଶରତ କରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ସ୍ବର୍ଗତ କରଙ୍କୁ ଜଣେ ପ୍ରତିଭାବାନ ରାଜନେତା ଏବଂ ଦକ୍ଷ ପ୍ରଶାସକ...
ଭୁବନେଶ୍ୱର: ଓଡିଶା ସମାଜବାଦୀ ଆନ୍ଦୋଳନ ର ଅନ୍ୟତମ ପୁରୋଧା ପ୍ରଶାନ୍ତ ମିଶ୍ର ଙ୍କ ଶ୍ରଦ୍ଧାଞ୍ଜଳି ସଭା ଓଡିଶା ନାଗରିକ ସମାଜ ର ସଭାପତି ଇଂ ଲଳିତ ମୋହନ ପଟ୍ଟନାୟକଙ୍କ ପୌରହିତରେ ଉତ୍କଳ ସାମ୍ବାଦିକ ସଙ୍ଘ ସଭାଗୃହରେ...
କଟକ: ପ୍ରାଚୀନ ସହର କଟକର ରୂପାନ୍ତରୀକରଣ ପ୍ରକ୍ରିୟାର ପ୍ରଥମ ପାହାଚ ସ୍ବରୂପ ଆଜି ଶ୍ରୀରାମଚନ୍ଦ୍ରଭଂଜ ମେଡିକାଲ କଲେଜକୁ ସଂଯୋଗ କରୁଥିବା ରାସ୍ତା ଜୋବ୍ରାରୁ ରାଣୀହାଟ ପର୍ଯ୍ୟନ୍ତ ତାଳଦଣ୍ଡା କେନାଲର ଉଭୟ ପାର୍ଶ୍ବରୁ ନିର୍ମିତ ତିନି ଥାକିଆ...
ନୂଆଦିଲ୍ଲୀ: ଭାରତୀୟ ରେଳବାଇରେ ଗୁରୁତ୍ୱପୂର୍ଣ୍ଣ ଜେନେରାଲ ମ୍ୟାନେଜର ଓ ଡିଭିଜିନାଲ ରେଳବାଇ ମ୍ୟାନେଜର ପଦବୀରେ ପୋଷ୍ଟିଂ ବିଲମ୍ବିତ ହୋଇପାରେ। କେନ୍ଦ୍ର ରେଳ ମନ୍ତ୍ରଣାଳୟ ଏକ ନୂଆ ଇଣ୍ଡିଆନ ରେଲବାଇ ମ୍ୟାନଜମେଣ୍ଟ ସର୍ଭିସ କ୍ୟାଡର ପ୍ରବର୍ତ୍ତନ କରିବାକୁ...