ସୁନ୍ଦରଗଡ ୨୧/୬ : ଗୋଲାପ ଫୁଲ ଦେଇ ଜିଲ୍ଲାପାଳଙ୍କୁ ଦାବି ଜଣାଇଲେ ସୁନ୍ଦରଗଡର ଭୂମିହୀନ ବସ୍ତି ବାସିନ୍ଦା । ସରକାରୀ ଯୋଜନାରେ ସାମିଲ ହୋଇ ସ୍ଥାୟୀ ଜମି ପଟ୍ଟା ଖଣ୍ଡିଏ ପାଇବା ପାଇଁ ପ୍ରଶାସନିକ ଦପ୍ତରକୁ...
କର୍ଣ୍ଣାଟକ ୨୧/୬ : କୌଣସି ବି ମୁହୂର୍ତ୍ତରେ ଭାଙ୍ଗିଯାଇପାରେ ମେଣ୍ଟ ସରକାର । ପୁଣି ଥରେ ହୋଇପାରେ ମଧ୍ୟବର୍ତ୍ତିକାଳୀନ ନିର୍ବାଚନ । ଏଭଳି ଆଶଙ୍କା ପ୍ରକାଶ କରିଛନ୍ତି କଂଗ୍ରେସ ସହ ମେଣ୍ଟ କରି ସରକାର ଗଢ଼ିଥିବା...
ମ୍ପ଼ୁପ୍ତ଼ଜ୍ଜତ୍ସ୍ନ଼ସ୍ତମ୍ବଷ୍ଫ଼ ୨୧/୬ : ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ଅନୁଷ୍ଠିତ ଓଡ଼ିଶା ସଭିଲ୍ ସର୍ଭିସ ପରୀକ୍ଷା ୨୦୧୭ ପରୀକ୍ଷାରେ କୃତୀ ପ୍ରତିଯୋଗୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...
ମ୍ପ଼ୁପ୍ତ଼ଜ୍ଜତ୍ସ୍ନ଼ସ୍ତମ୍ବଷ୍ଫ଼ ୨୧/୬ : ଆଜି ଓଡିଶା ଛୁଇଁଛି ମୌସୁମୀ । ୭୨ ଘଣ୍ଟାରେ ମୌସୁମୀ ବାୟୁ ସାରା ଓଡିଶାକୁ ଆଚ୍ଛାଦିତ କରିବ । ଆସନ୍ତା ୧୨ ଘଂଟା ଭିତରେ ଦକ୍ଷିଣ ଓଡିଶାରେ ସକ୍ରିୟ ହେବ ମୌସୁମୀ...
ତ୍ସ୍ନ଼ୂଇ୍ଳ’଼୍ୱ୍ମ଼୍ରୁ ୨୧/୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣି ଥରେ ମିଳିଛି ହତ୍ୟା ଧମକ । ସୁରକ୍ଷିତ ନାହାନ୍ତି ଦେଶର ପ୍ରଧାନମନ୍ତ୍ରୀ । ୫୦୦ ଟଙ୍କିଆ ନୋଟରେ ମୋଦିଙ୍କୁ ହତ୍ୟା ନେଇ ଧମକ ଦିଆଯାଇଛି ।...