ପୁରୀ ୬/୬ : ରଥଯାତ୍ରା ଯାତ୍ରା ସମୟରେ ଭକ୍ତଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଆଜି ପୁରୀ ଆରକ୍ଷୀ ଅଧିକ୍ଷକଙ୍କ କାର୍ୟ୍ୟାଳୟରେ ସମୀକ୍ଷା ବୈଠକ ପରେ ପୋଲିସ ଡିଜି ଏହି ସୂଚନା ଦେଇଛନ୍ତି ।...
ପାଟଣାଗଡ ୬/୬ : ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀଙ୍କୁ ସର୍ବସାଧାରଣରେ ଉଠବସ୍ କରିବା ଘଟଣାରେ ନୂଆ ମୋଡ । ଉପଜିଲ୍ଲାପାଳଙ୍କୁ ଭିଡିଓର ସତ୍ୟାସତ୍ୟ ନେଇ ରିପୋର୍ଟ ତଲବ କରିଛନ୍ତି ବଲାଙ୍ଗୀର ଜିଲ୍ଲାପାଳ ଅରିନ୍ଦମ ଡାକୁଆ ।...
କେନ୍ଦୁଝର ୬/୬ : ସାହି ବିବାଦରୁ ଗୋଷ୍ଠୀ ସଂଘର୍ଷ ଘଟି ଜଣଙ୍କୁ ହତ୍ୟା କରାଯାଇଛି । ସୂଚନାନୁସାରେ, କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକରେ ଆଜି ଏକ ଅଘଟଣ ଘଟିଛି । ମଳଦା କାଣିଆ ଗାଁରେ ସାହି...
ରାଉରକେଲା ୬/୬ : ଟ୍ରେନରେ କଟି ଯାଇ ଜଣେ ରେଳ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ସୂଚନା ମୁତାବକ, ରାଉରକେଲା ବନ୍ଧମୁଣ୍ଡା ଡିଜେଲ କଲୋନୀ ରେଳ ଫାଟକ ନିକଟରେ ଜଣେ ରେଳ କର୍ମଚାରୀଙ୍କ ମୃ୍ତ୍ୟୁ ଘଟିଛି...
ବାଲେଶ୍ୱର ୬/୬ : ମେଡ଼ିକାଲ ସାମ୍ନାରେ ଏକ ନବଜାତ ଶିଶୁ କନ୍ୟାର ମୃତଦେହକୁ ବୁଲା କୁକୁର ଝୁଣି ଖାଉଥିବା ଜଣାପଡ଼ିଛି । ଖବର ପାଇଁ ସୋର ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ...