ଯାଜପୁର ୨୪/୫ : ଭୋଟ ଗଣତି ପରେ ଯାଜପୁର ଲୋକସଭା ଅଧୀନସ୍ଥ ସମସ୍ତ ବିଧାନସଭା ଆସନରେ ବିଜେଡି ବାଜିମାତ କରିଛି। ପ୍ରଶାସିକା ଚାକିରି ଛାଡ଼ି ରାଜନୀତି ମଇଦାନକୁ ଓହ୍ଲାଇଥିବା ଶର୍ମିଷ୍ଠା ସେଠୀ ବିପୁଳ ଭୋଟ ବ୍ୟବଧାନରେ...
ଭୁବନେଶ୍ୱର ୨୪/୫ : ନବୀନଙ୍କ ମନ୍ତ୍ରୀମଣ୍ଡଳର ୧୮ ମନ୍ତ୍ରୀଙ୍କ ମଧ୍ୟରୁ ୧୭ ଜଣ ଏଥର ଟିକେଟ୍ ନେଇଥିଲେ । ମନ୍ତ୍ରୀ ରମେଶ୍ ଚନ୍ଦ୍ର ମାଝୀ ନବରଙ୍ଗପୁର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲା ବେଳେ ଅନ୍ୟ ୧୬...
ଭୁବନେଶ୍ୱର ୨୩/୫ : ବିଜେଡିକୁ ପୁଣି ଥରେ ର।ଜ୍ୟରେ ମିଳିଛି ବହୁମତ । ବିଜେଡିର ଏଭଳି ଫଳ।ଫଳକୁ ନେଇ ପ୍ରତିକ୍ରିୟ।ର ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନ।ୟକ । କହିଛନ୍ତି କି, ପୁଣି ଥରେ ବିଜେଡି ଉପରେ...
ପ।ର।ଦୀପ ୨୩/୫ : ପ।ର।ଦୀପ ବିଧ।ନସଭ। ଆସନକୁ ଅକ୍ତିଆର କଲ। ବିଜେଡି । ପ।ର।ଦ୍ୱୀପରେ ବିଜେଡି ପ୍ର।ର୍ଥୀ ୨୦ ହଜ।ର ୮୦୨ ଖଣ୍ଡ ଭୋଟ୍ ବ୍ୟବଧ।ନରେ କଂଗ୍ରେସ ପ୍ର।ର୍ଥୀ ଅରିନ୍ଦମ ସର୍ଖେଲ ଓରଫ୍ ବ।ପି ସର୍ଖେଲଙ୍କୁ...
ଆମେଠି ୨୩/୫ : ରୋଚକ ସ୍ଥିତିରେ ପହଞ୍ଚିଛି ଆମେଠି ଲୋକସଭା ଆସନର ନିର୍ବାଚନ ଫଳାଫଳ । ଟ୍ରେଣ୍ଡିଂ ରିପୋର୍ଟ ଅନୁଯାୟୀ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ପଛରେ ପକାଇ ଆଗକୁ ବଢି ଚାଲିଛନ୍ତି ବିଜେପି ନେତ୍ରୀ...