ମଧ୍ୟପ୍ରଦେଶ ୨୩/୫ : ସିହୋରର ମତଗଣନା କେନ୍ଦ୍ରରେ ସିହୋର ଜିଲ୍ଲା କଂଗ୍ରେସ ଅଧ୍ୟକ୍ଷ ରତନ୍ ସିଂହ ଠାକୁରଙ୍କ ହାର୍ଟ ଆଟାକ୍ ରେ ମୃତ୍ୟୁ ହୋଇଯାଇଛି । ସୁଚନାନୁସାରେ ରତନ୍ ସିଂହ ଠାକୁର ମତଗଣନା କେନ୍ଦ୍ରରେ ନିଜ...
ଭୁବନେଶ୍ୱର ୨୩/୫ : ଭୁବନେଶ୍ୱର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଆଗୁଆ ଅଛନ୍ତି । ଭୁବନେଶ୍ୱର ଲୋକସଭା ଆସନରେ ପ୍ରଶାସିକା ବନାମ ପ୍ରଶାସକ । ଦୁଇ ଅଫିସରଙ୍କ ମଧ୍ୟରେ ସିଧାସଳଖ ମୁକାବିଲା ହେବା...
ନୂଆଦିଲ୍ଲୀ ୨୨/୫ : ନୂଆ ସରକାର ଗଢ଼ା ହେବା ପରେ ଆୟୋଗ ଆଗାମୀ ୧୦୦ ଦିନ ପାଇଁ ପ୍ରସ୍ତୁତ କରିଥିବା ଯୋଜନାକୁ ହସ୍ତାନ୍ତର କରିବ । ଏହାକୁ ଅନ୍ତିମ ରୂପ ଦେବାକୁ ନୀତି ଆୟୋଗ ଉଦ୍ୟମ...
ଉତ୍ତରପ୍ରଦେଶ ୨୨/୫ : ମର୍ମନ୍ତୁଦ ଦୁର୍ଘଟଣାରେ ୪ ଜଣ ଏମ୍ବିବିଏସ୍ ଛାତ୍ରଛାତ୍ରୀଙ୍କର ମୃତ୍ୟୁ ହୋଇଛ । ସମସ୍ତେ ଶାରଦା ୟୁନିଭର୍ସିଟିର ମେଡ଼ିକାଲ ବିଭାଗର ଛାତ୍ରଛାତ୍ରୀ ଅଟନ୍ତି । ହିମାଚଳ ପ୍ରଦେଶରୁ ୟୁପି ଫେରୁଥିବାବେଳେ ଦୁର୍ଘଟଣା ଘଟିଥିବା...
ଭୁବନେଶ୍ୱର ୨୨/୫ : ରାଜ୍ୟରେ ଏବେ ବି ଗ୍ରୀଷ୍ମପ୍ରବାହ ଜାରି ରହିଛି । ଆଗାମୀ ୨୪ଘଣ୍ଟାରେ ଆହୁରି ତାପମାତ୍ରା ବଢିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି । ରାଜ୍ୟ ପାଲଟିଛି ତତଲା କଢେଇ ।...