ପୁରୀ ୨/୫ : ଆଜି ଭୋରୁ ଭୋରୁ ଉଡି ଯାଇଛି ପୁରୀ ଶ୍ରୀମନ୍ଦିରର ପତିତପାବନ ବାନା । ତେବେ ଅତ୍ୟଧିକ ପବନ ଯୋଗୁଁ ଶ୍ରୀମନ୍ଦିରର ନେତ ଉଡିଯାଇଥିବା ସୂଚନା । ବାନା ବାନ୍ଧିବା ପାଇଁ ପ୍ରସ୍ତୁତି...
ଭୋପାଳ ୨/୫ : ବିଜେପି ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ନିର୍ବାଚନ ପ୍ରଚାର କରିବାରେ ନିର୍ବାଚନ କମିଶନ୍ ୭୨ ଘଣ୍ଟାର ବ୍ୟାନ୍ ଲଗାଇଛନ୍ତି । ଏହି ପ୍ରତିବନ୍ଧ ଗୁରୁବାର ସକାଳ ୬ ଟାରୁ ଆରମ୍ଭ...
ଭୁବନେଶ୍ୱର ୨/୫ : ପୁରୀ ଠାରୁ ୪୨୦ କିମି ଦୂରରେ ରହିଛି ବାତ୍ୟା ଫୋନି । ତେବେ ଫାଇଲିନ୍ ଠାରୁ ଫୋନିର ପ୍ରଭାବ କମ୍ ରହିବ ବୋଲି ଆକଳନ କରାଯାଉଛି । ସେପଟେ ବାତ୍ୟା ଫୋନି...
ଭୁବନେଶ୍ୱର ୨/୫ : ୧୧ ଜିଲ୍ଲାର ୨୫ ହଜାର ୪୨୫ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ଏସଆରସିଙ୍କ କାର୍ୟ୍ୟାଳୟ ପକ୍ଷରୁ ସୂଚନା । ପାଖାପାଖି ୮ ଳକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯିବ । ୮୭୯ଟି ବାତ୍ୟା ଆଶ୍ରୟସ୍ଥଳୀରେ...
ଭୁବନେଶ୍ୱର ୨/୫ : ‘ଫୋନି’ ଓଡିଶାରେ ଲ୍ୟାଣ୍ଡଫଲ କରିବା ପରେ ସବୁଠୁ ଅଧିକ ପ୍ରଭାବିତ ହେବାକୁ ଥିବା ଜିଲ୍ଲାମାନଙ୍କ ମଧ୍ୟରେ ରହିଛି ପୁରୀ, ଗଞ୍ଜାମ, ଖୋର୍ଦ୍ଧା ଏବଂ ଜଗତସିଂହପୁର । କେନ୍ଦ୍ରାପଡା ଏବଂ ବାଲେଶ୍ୱର ଜିଲ୍ଲା...