ମୋରଡା ୨୭/୪ : ବିଜେପି ଅଧ୍ୟକ୍ଷ ଅମିତ ଶାହା ମୟୁରଭଞ୍ଜ ମୋରଡାରେ ଦଳର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ଦଳୀୟ କର୍ମୀଙ୍କୁ ଉଦବୋଧନ ଦେଇଛନ୍ତି । ଅମିତ କହିଛନ୍ତି ଯେ, ସାରା ଦେଶରେ ମୋଦୀ...
ମୟୂରଭଞ୍ଜ ୨୭/୪ : ପାହାଡ଼ପୁର ଜଙ୍ଗଲରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଦାର ହୋଇଛି । ଦୁଷ୍କର୍ମ କରି ଯୁବତୀଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରୁଛି ପୋଲିସ ।ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବାଦାମପାହାଡ଼ ଥାନା ପାହାଡ଼ପୁର ଜଙ୍ଗଲରୁ...
ନୂଆଦିଲ୍ଲୀ ୨୭/୪ : ଶ୍ରୀଲଙ୍କାରେ ଆତଙ୍କବାଦୀ ଆକ୍ରମଣରେ ସାମିଲ ଥିବା ଆତଙ୍କବାଦୀଙ୍କ ଘରେ ପଶି ଶ୍ରୀଲଙ୍କା ସେନା ୧୫ ଜଣଙ୍କ ଶବ ଉଦ୍ଧାର କରିଛି । ସେମାନଙ୍କ ମଧ୍ୟରୁ ୩ ଜଣ ସନ୍ଦିଗ୍ଧ ଆତଙ୍କବାଦୀ ବୋଲି...
ନୂଆଦିଲ୍ଲୀ ୨୬/୪ : ଆଇଏନଏସ ବିକ୍ରମାଦିତ୍ୟରେ ଶୁକ୍ରବାର ନିଆଁ ଲାଗିବାରୁ ନୌସେନାର ଜଣେ ଅଫିସର ସହିଦ ହୋଇଛନ୍ତି। ନିଆଁ ସେହି ସମୟରେ ଲାଗିଥିଲା ଯେବେ ଯୁଦ୍ଧ ଜାହାଜ କର୍ଣ୍ଣାଟକର ବାଣିଜ୍ୟିକ ବନ୍ଦରରେ ପହଞ୍ଚୁଥିଲା। ଭାରତୀୟ ନୌସେନାର...
କେନ୍ଦୁଝର ୨୬/୪ : ଗୋନାସିକା ଜନ୍ତାରୀ ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଘାଟିରେ ଭାରସାମ୍ୟ ହରାଇ ଟ୍ରକ ଓଲଟି ପଡିଛି । ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ୪ ଜଣ ଗୁରୁତର ଭାବେ...