ପୁନେ ୫/୪ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶୁକ୍ରବାର ମହାରାଷ୍ଟ୍ର ପୁନେରେ ଛାତ୍ରଙ୍କ ସହ ସିଧାସଳଖ କଥାବାର୍ତ୍ତା ହୋଇଥିଲେ । ଏହି ସମୟରେ ଅନେକ ଛାତ୍ର ରାହୁଲଙ୍କୁ ପ୍ରଶ୍ନ କରିଥିଲେ । ଜଣେ ଛାତ୍ର...
କେନ୍ଦ୍ରାପଡା ୪/୪ : ପୁରୁଣା ବିଜେପି କର୍ମୀ ବୈଜୟନ୍ତଙ୍କ ବିରୋଧରେ ଖୋଲାଖୋଲି ଯୁଦ୍ଧଂ ଦେହି ଡାକରା ଦେଇଛନ୍ତି । କେନ୍ଦ୍ରାପଡା ନିର୍ବାଚନମଣ୍ଡଳୀର ବିଭିନ୍ନ ଆସନରେ ପ୍ରାର୍ଥୀ ଚୟନରେ ବୈଜୟନ୍ତଙ୍କ ଭୂମିକାକୁ ନେଇ ବିଦ୍ରୋହର ନିଆଁ ଦେଖିବାକୁ...
ଜମ୍ମୁକଶ୍ମୀର ୪/୪ : ସୁରକ୍ଷାକର୍ମୀଙ୍କ ସୁରକ୍ଷା ପାଇଁ ଜମ୍ମୁକଶ୍ମୀରରେ କଡା ପଦକ୍ଷେପ ଗ୍ରହଣ କରିଛନ୍ତି ସରକାର । ସେନାର ଗାଡିରେ ଆତ୍ମଘାତୀ ଆକ୍ରମଣ ଆଶଙ୍କା କରି ଏହି ପଦକ୍ଷେପ ନିଆଯାଇଛି । ଜାତୀୟ ରାଜପଥରେ ସପ୍ତାହକୁ...
ଭୁବନେଶ୍ୱର ୪/୪ : ମାର୍ଚ୍ଚ ୦୭ରେ ଆରମ୍ଭ ହୋଇଥିବା ଯୁକ୍ତ ଦୁଇ ପରୀକ୍ଷାର ମୂଲ୍ୟାୟନ ପ୍ରକ୍ରିୟା ଏପ୍ରିଲ ୦୮ରୁ ଆରମ୍ଭ ହେବାକୁ ଯାଉଛି । ଦୁଇଟି ପର୍ୟ୍ୟାୟରେ ଖାତାଦେଖା ହେବ । ମୂଲ୍ୟାୟନ ପାଇଁ ପ୍ରଥମ...
ସୁନ୍ଦରଗଡ଼ ୪/୪ : ସୁନ୍ଦରଗଡ଼ ଜିଲ୍ଲା ବଣାଇର କୋଇଡ଼ା ଥାନା ବଣୁଆ ଗାଁରେ ଏକ ଘର ଭିତରୁ ସ୍ୱାମୀ ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ସ୍ୱାମୀ ସ୍ତ୍ରୀ ମଧ୍ୟରେ କଳି ହୋଇଥିଲା । ଏହା...