ନବରଙ୍ଗପୁର ୨୮/୩ : ଉମରକୋଟରେ ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ରାଇଘର-ଜୋଡ଼ିଙ୍ଗା ରାସ୍ତାରେ ମାଓବାଦୀମାନେ ପୋଷ୍ଟର ଓ ବ୍ୟାନର ଲଗାଇଛନ୍ତି । ଆଗକୁ ଆସୁଥିବା ଲୋକସଭା ଓ ବିଧାନସଭା ଭୋଟ୍ ବର୍ଜନ କରିବା...
ଭୁବନେଶ୍ୱର ୨୮/୩ : ବରିଷ୍ଠ ନେତା ବିଜୟ ମହାପାତ୍ର ଆଜି ପୁଣି ଭାରତୀୟ ଜନତା ପାର୍ଟିକୁ ପ୍ରତ୍ୟାବର୍ତନ କରିଛନ୍ତି । ଗତବର୍ଷ ନଭେମ୍ବର ୩୦ରେ ଇସ୍ତଫା ଦେଇଥିବା ବିଜୟ ଆଜି ବିଧିବଦ୍ଧ ଭାବେ ଦଳକୁ ଫେରିଛନ୍ତି...
ଭଦ୍ରକ ୨୮/୩ : ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଆଖୁଆପଦା ଗ୍ରାମରେ ଅଗ୍ନିକାଣ୍ଡ ଘଟିଯାଇଛି । ଏଥିରେ ୨ଟି ପରିବାରର ପ୍ରାୟ ୮ବଖରା ଘର ପୋଡି ପାଉଁଶ ହୋଇଯାଇଛି । ଗତକାଲି ବିଳମ୍ବିତ ରାତ୍ରରେ ଏହି ଅଗ୍ନିକାଣ୍ଡ...
ଭୁବନେଶ୍ୱର ୨୮/୩ : ଭୁବନେଶ୍ୱରରେ ଜଣେ ସିକ୍ୟୁରିଟି ଗାର୍ଡକୁ ହତ୍ୟା କରାଯାଇଛି । ସଂପୃକ୍ତ ସୁରକ୍ଷା କର୍ମୀ ଏକ ମାର୍ବଲ ଦୋକାନରେ କାମ କରୁଥିଲେ । ଦୋକାନ ପଛପଟୁ ଏକ ଘର ଭିତରୁ ସଂପୃକ୍ତ ସୁରକ୍ଷା...
ନୂଆଦିଲ୍ଲୀ ୨୮/୩ : ଆତଙ୍କବାଦୀ ସଂଗଠନ ଜୈସ୍-ଏ-ମହମ୍ମଦ ପ୍ରମୁଖ ମସୁଦ୍ ଅଜହରକୁ ନେଇ ଭାରତକୁ ଆମେରିକାର ସପୋର୍ଟ ମିଳିଛି । ଆମେରିକା ଚୀନ୍ କୁ କଡା ଚେତାବନୀ ଦେଇ କହିଛି ଯେ ମସୁଦ୍ ଅଜହରକୁ ନେଇ...