ନୂଆଦିଲ୍ଲୀ ୩୦/୩ : ସଂକଟରେ ଫସିଛି ବ୍ୟକ୍ତିଗତ ବିମାନ କମ୍ପାନୀ ଜେଟ୍ ଏୟାରବେସ୍ । ଏହି ବିମାନର ଏକ ହଜାରରୁ ଅଧିକ ପାଇଲେଟ୍ ଅପ୍ରିଲ୍ ୧ ତାରିଖରୁ ବିମାନ ନ ଉଡାଇବା ପାଇଁ ଅଡି ବସିଛନ୍ତି...
ଭୁବନେଶ୍ଵର ୨୯/୩ : ଚତୁର୍ଥ ପର୍ୟ୍ୟାୟ ନିର୍ବାଚନ ପାଇଁ ବିଜେଡି ଆଜି ୧୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଦଳ ହାଇଭୋଲଟେଜ୍ ପାରାଦ୍ଵୀପ ନିର୍ବାଚନ ମଣ୍ଡଳୀରେ ଦାମ ରାଉତଙ୍କ ପୁତ୍ର ସମ୍ବିତ ରାଉତରାୟଙ୍କୁ...
ଭଦ୍ରକ ୨୯/୩ : ଗ୍ରାମାଚଂଳ ଥାନା ଅନ୍ତର୍ଗତ ବଣିଆ ଗାଁରେ ଅଗ୍ନିକାଣ୍ଡ ହୋଇଛି । ଏହି ଅଗ୍ନିକାଣ୍ଡରେ ୩ ପରିବାରର ୧୦ ବଖରା ଘର ଜଳିଯାଇଥିବା ବେଳେ ୫ଟି ଗୋରୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ।...
ସୁନ୍ଦରଗଡ ୨୯/୩ : ଜଣେ ସ୍ୱାମୀ ତାର ସ୍ତ୍ରୀକୁ ଠେଙ୍ଗାରେ ପିଟିପିଟି ହତ୍ୟା କରିଛି । ପୋଲିସ ହତ୍ୟାକାରୀ ସ୍ୱାମୀକୁ ଗିରଫ କରିଛି । ସୁନ୍ଦରଗଡ ଟାଉନ ଥାନା ଭବାନୀପୁର ଟେଲାକୋଛାପଲ ଗାଁରେ ଏହି ହତ୍ୟାକାଣ୍ଡ...
ଜୟପୁର ୨୯/୩ : ନରେନ୍ଦ୍ର ମୋଦୀ କୋରାପୁଟ ଜୟପୁର ଗସ୍ତ କରିଛନ୍ତି । ଜୟ ଜଗନ୍ନାଥରୁ ଭାଷଣ ଆରମ୍ଭ କରିଥିବା ମୋଦୀ ଓଡିଶାବାସୀଙ୍କୁ ଆପଣ କେମିତି ଅଛନ୍ତି ବୋଲି ଓଡିଆରେ ପଚାରିଥିଲେ । ଏହାପରେ ସେ...