ଭୁବନେଶ୍ୱର ୧୮/୩ : ପ୍ରଫୁଲ୍ଲ ଘଡାଇଙ୍କ ଉପରୁ ବିଜେଡି ହଟାଇଲା ବହିଷ୍କାର କଟକଣା । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଫୁଲ୍ଲଙ୍କ ଉପରୁ ବହିଷ୍କାର ଆଦେଶକୁ ପ୍ରତ୍ୟାହାର କରି ନେଇଛନ୍ତି । ପୂର୍ବତନ ମନ୍ତ୍ରୀ ତଥା...
କଳାହାଣ୍ଡି ୧୮/୩ : ବେଦାନ୍ତରେ ଆନ୍ଦୋଳନକାରୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି । ସିକ୍ୟୁରିଟି ଗାର୍ଡଙ୍କ ମାଡରେ ଜଣେ ପ୍ରାଣ ହରାଇଥିବାବେଳେ ୪୦ ଜଣ ଆହତ ହୋଇଛନ୍ତି । ସ୍ଥାନୀୟ ରେଂଗୋପାଲି ଗାଁର ବିସ୍ଥାପିତ ନିଯୁକ୍ତି...
ଭୁବନେଶ୍ୱର ୧୮/୩ : ବିଭିନ୍ନ ଜିଲ୍ଲାରୁ ନେତାମାନେ ଆଜି ଡେରା ପକାଇଛନ୍ତି ନବୀନ ନିବାସରେ । ମିଳିଥିବା ସୂଚନା ଅନୁସାରେ, ଆଜି ସକାଳୁ ହିଁ ଅନେକ ନେତା ନବୀନ ନିବାସରେ ପହଞ୍ଚିଛନ୍ତି । ତେବେ ଗୁରୁତ୍ୱପୂର୍ଣ୍ଣ...
ଭୁବନେଶ୍ୱର ୧୮/୩ :ପ୍ରଥମ ଦୁଇଟି ପର୍ୟ୍ୟାୟ ପାଇଁ ବିଜେଡି ୯ ଲୋକସଭା ଓ ୫୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ମୁଖ୍ୟମନ୍ତ୍ରୀ ବିଜେପୁର ଓ ହିଞ୍ଜିଳି ଦୁଇଟି ଆସନରୁ ନିର୍ବାଚନ...
ଭୁବନେଶ୍ୱର ୧୮/୩ : ବିଜେଡି ଘୋଷଣା କଲା ପ୍ରଥମ ପର୍ୟ୍ୟାୟ ପ୍ରାର୍ଥୀ ତାଲିକା । ନବୀନ ନିବାସରେ ବିଜେଡିର ପ୍ରଥମ ପର୍ୟ୍ୟାୟ ତାଲିକା ଘୋଷଣା କରିଛନ୍ତି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ । ରାଜ୍ୟର ପ୍ରଥମ...