ଗୁଜୁରାତ ୫/୩ : ଆଜି ପିଏମ ଅସଙ୍ଗଠିତ କ୍ଷେତ୍ରର ଶ୍ରମିକଙ୍କ ପାଇଁ ପେନସନ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ଔପଚାରିକ ଆରମ୍ଭ ଅହମ୍ମଦାବାଦରେ ହୋଇଛି । ଫେବୃଆରୀ ୧ରେ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରି...
ବାଲେଶ୍ୱର ୫/୩ : ଆଜି ବାଲେଶ୍ୱର ଆଉସାଁ ଗାଁରେ ବିଲରେ କାମ କରୁଥିବା ବେଳେ ବଜ୍ରାଘାତରେ ଜଣେ ଯୁବତୀଙ୍କ ମୃତ୍ୟୁ ହେବା ସହ ଜଣେ ଯୁବକ ଆହତ ହୋଇଛନ୍ତି । ଆଜି ବାଲେଶ୍ୱର ଜିଲ୍ଲା ଭୋଗରାଇ...
ସୁବର୍ଣ୍ଣପୁର ୫/୩ : ବିଭିନ୍ନ ଚୋରି ଘଟଣାରେ ସମ୍ପୃକ୍ତ ଡକାୟତ ଗ୍ୟାଙ୍ଗ ଉପରେ ପୋଲିସ ଚଢାଉ କରଛି । ଗ୍ୟାଙ୍ଗର ପାଞ୍ଚଜଣଙ୍କୁ ଗିରଫ ସହ ୭୮ଟି ସମ୍ବଲପୁରୀ ଶାଢୀ ,୪୧ଟି ମୋବାଇଲ ଓ ଦୁଇଟି ବାଇକ...
ଦିଲ୍ଲୀ ୫/୩ : ଆମ୍ ଆଦମୀ ପାର୍ଟି ସହ ମେଣ୍ଟ କରିବନି କଂଗ୍ରେସ । ଦିଲ୍ଲୀରେ ଏକାକୀ ଲଢିବ ଦଳ । ଦିଲ୍ଲୀ କଂଗ୍ରେସର ମୁଖ୍ୟ ଶୀଲା ଦିକ୍ଷିତ କହିଛନ୍ତି ଯେ, କଂଗ୍ରେସ ଅଧ୍ୟକ୍ଷ ରାହୁଲ...
ଜମ୍ମୁକଶ୍ମୀର ୫/୩ : ଜମ୍ମୁକଶ୍ମୀରର ତ୍ରାଲ ସେକ୍ଟରରେ ଏନକାଉଁଟର । ଆଜି ସକାଳୁ ସକାଳୁ ୨ଜଣ ହିଜବୁଲ ମୁଜାହିଦିନ୍ ଆତଙ୍କବାଦୀଙ୍କୁ ଏନକାଉଁଟର କରିଛି ସୁରକ୍ଷାବଳ । ଆତଙ୍କବାଦୀ ଲୁଚିଥିବା ଘରକୁ ଉଡାଇ ଦେଇଛି ସେନା ।...