ଭଦୋହୀ ୨୩/୨ : ଭଦୋହୀର ଚୌରୀ କ୍ଷେତ୍ରର ରୋଟହାଁ ଗାଁରେ ଏକ ବାଣ ବ୍ୟବସାୟୀଙ୍କ ଘରେ ବିସ୍ଫୋରଣ ଘଟିଛି। ଏଥିରେ ପୂରା କୋଠା ଧ୍ଵଂସ ହୋଇ ଯାଇଛି। ଏହି ଦୁର୍ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା...
ପୁରୀ ୨୩/୨ : ଆମିକସ୍ କ୍ୟୁରୀ ପ୍ରଥମ ଦିନରେ ଗଜପତି ମହାରାଜ ଦିବ୍ୟ ସିଂହ ଦେବଙ୍କ ସହିତ ଆଲୋଚନା କରିଛନ୍ତି । ଶ୍ରୀମନ୍ଦିରରେ ମୁଖ୍ୟତଃ ତିନୋଟି କ୍ଷେତ୍ରରେ ସମସ୍ୟା ରହିଛି । ପ୍ରଶାସନିକ, ସେବକ ଓ...
ଭୁବନେଶ୍ୱର ୨୩/୨ : ଜଣେ ମହିଳା ଆସୁଥିବା ବେଳେ ବାଇକରେ ଲୁଟେରା ଆସି ସୁନା ଚେନ ଝାମ୍ପିନେବା ସହ ଚମ୍ପଟ ମାରୁଥିବା ବେଳେ ମହିଳା ଜଣକ ତାଙ୍କ ମଧ୍ୟରୁ ଜଣେ ଲୁଟେରାଙ୍କ ଉପରେ ମାଡ଼ି ବସିଛନ୍ତି।...
ବେଙ୍ଗାଲୁରୁ ୨୩/୨ : ଆଜି ପୁଣି ଏକ ଦୁର୍ଘଟଣା ଘଟିଛି । ଏୟାର ଶୋ ଚାଲିଥିବାବେଳେ ଏକ କାର୍ ପାର୍କିଂରେ ନିଆଁ ଲାଗିଛି। ଫଳରେ ପାର୍କିଂ ସ୍ଥଳରେ ଥିବା ପ୍ରାୟ ୧୫୦ଟି କାର୍ରେ ନିଆଁ ଲାଗି...
ଆସାମ ୨୩/୨ : ଗୋଲାଘାଟ ଜିଲ୍ଲାର ଗୋଟିଏ ଚା ବଗିଚାରେ କଥିତ ରୁପରେ ବିଷାକ୍ତ ମଦ ପିଇବା ପରେ ୭ଜଣ ମହିଳାଙ୍କ ସମେତ ୯୩ ଲୋକଙ୍କ ମୃତ୍ୟୁ ହୋଇଛି । ଆସାମର ସ୍ୱାସ୍ଥ୍ୟମନ୍ତ୍ରୀ ହିମନ୍ତ ଶର୍ମା...