ଭୁବନେଶ୍ଵର ୨୧/୨ : ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାର ପ୍ରଭବା ରାଜ୍ୟବ୍ୟାପୀ ଦେଖିବାକୁ ମିଳିଛି । ଚାଷୀ ମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ଟାୟାରା ଜାଳିବା ସହ ପିକେଟିଂ କରି ରାସ୍ତା...
ନୂଆଦିଲ୍ଲୀ ୨୧/୨ : ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶ ଅନୁସାରେ ଏବେ ବିଏସଏଫ, ଆସାମ ରାଇଫଲ, ସିଆରପିଏଫ, ସିଆଇଏସଏଫ, ଏସଏସବି, ଏନଏସଜି ଏବଂ ଆଇଟିବିପିର ଯବାନ ମାନଙ୍କୁ କାଶ୍ମୀର ଘାଟିରେ ନିୟୋଜିତ କରିବା ପାଇଁ ଆକଶା ମାର୍ଗରୁ...
ବରଗଡ଼ ୨୧/୨ : ବରଗଡ଼ରେ ଆୟୋଜିତ ଚାଷୀ ମହାସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱିତୀୟ ପର୍ୟ୍ୟାୟ କାଳିଆ ଯୋଜନାର ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କାଳିଆ...
ଭୁବନେଶ୍ୱର ୨୧/୨ : ମାଟ୍ରିକ ପରୀକ୍ଷା ଉପରେ ବନ୍ଦର କୌଣସି ପ୍ରଭାବ ପଡ଼ିବ ନାହିଁ ସୂଚନା ଦେଇଛନ୍ତି ଗଣଶିକ୍ଷା ସଚିବ । ଗତକାଲି ସନ୍ଧ୍ୟା ସୁଦ୍ଧା ଠାରୁ ସବୁ ନୋଡ଼ାଲ ସେଂଟରରେ ପ୍ରଶ୍ନପତ୍ର ପହଞ୍ଚିସାରିଛି ।...
କନ୍ଧମାଳ ୨୧/୨ : ଆଜି ସକାଳେ କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଥାନା ଅଧୀନ କଳିଙ୍ଗାଘାଟିରେ ଅମ୍ରିତ୍ ନାମକ ଗୋଟାଏ ବରଯାତ୍ରୀ ବସ ଓଲଟି ପଡ଼ିବା ଫଳରେ ୪୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଆହତ ହୋଇଛନ୍ତି । ଖବର...