ନେପାଳ ୨୭/୨ : ନେପାଳ ଠାରେ ଏକ ହେଲିକପ୍ଟର ଦୁର୍ଘଟଣାରେ ସେଠାକାର ପର୍ୟ୍ୟଟନ ମନ୍ତ୍ରୀ ରବିନ୍ଦ୍ର ଅଧିକାରୀଙ୍କ ମୃତ୍ୟୁ ହୋଇଛି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଘଟଣାରେ ମନ୍ତ୍ରୀଙ୍କ ସମେତ ଆହୁରି...
ବାଙ୍ଗାଲୋର ୨୭/୨ : ବାଙ୍ଗାଲୋର ଷ୍ଟାଡିୟମରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଆଉ ସନ୍ଧ୍ୟା ୭ଟାରେ ଆରମ୍ଭ ହେବ ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍ । ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛି । ତେଣୁ ପ୍ରଥମେ...
ନୂଆପଡ଼ା ୨୭/୨ : ଆଜି ନୟାଗଡ଼ର ଖଣ୍ଡପଡ଼ା ୟୁକୋ ଏଟିଏମରୁ ଫେରୁଥିବା ବେଳେ ବୃଦ୍ଧଙ୍କୁ ଧକ୍କା ମାରି ତାଙ୍କ ଠାରୁ ଦୁଇ ଲକ୍ଷ ଟଙ୍କା ଝାମ୍ପିନେଲେ ଲୁଟେରା । ଏହି ଲୁଟ କରି ଦୁର୍ବୃତ୍ତ ଫେରାର...
ବଲାଙ୍ଗୀର ୨୭/୨ : ଆଜି ମାଟ୍ରିକ ପରୀକ୍ଷାର ତୃତୀୟ ଦିନରେ ହିନ୍ଦୀ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଖବର ମିଳିଛି । ତେବେ ଭାଇରାଲ ପ୍ରଶ୍ନପତ୍ରର ସଠିକତାକୁ ନେଇ କିଛି ସ୍ପଷ୍ଟ ହୋଇନାହିଁ । ଆଜି ପୁଣି...
ଝାରସୁଗୁଡ଼ା ୨୭/୨ : ମାର୍ଚ୍ଚ ୩୧ତାରିଖରୁ ଝାରସୁଗୁଡା ବିମାନ ବନ୍ଦରରୁ ଦେଶର ଛଅଟି ସ୍ଥାନକୁ ସ୍ପାଇସ ଜେଟର ଉଡ଼ାଣ ଆରମ୍ଭ ହେବ । ଆଜି ଠାରୁ ସ୍ପାଇସ ଜେଟ ୱେବସାଇଟରେ ଟିକେଟ ବୁକିଂ ଆରମ୍ଭ ହୋଇଛି...