ମୋହନା ୩୦/୧ : ଆନ୍ଧ୍ରପ୍ରଦେଶରେ ୩ଜଣ ଯୁବକଙ୍କୁ ଅଟକ ରଖାଯାଇଛି । ଯୁବକମାନେ ହେଲେ ଗଜପତି ଜିଲ୍ଲା ମୋହନା ବ୍ଲକ କିର୍ତ୍ତିଙ୍ଗ ଗ୍ରାମର ବାସିନ୍ଦା । ସେମାନେ ଏକ କମ୍ପାନୀରେ ସେଲ୍ସମ୍ୟାନ ରୂପେ କାର୍ଯ୍ୟ କରୁଥିଲେ...
ନୟାଗଡ଼ ୩୦/୧ : ନୟାଗଡ଼ର ଗୋଡ଼ିସାହିରୁ ନିଖୋଜ ହୋଇଥିବା ଦୁଇଜଣ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି । ପୋଲିସ କେନ୍ଦୁଝରର ଦୈତାରୀ ଅଂଚଳରୁ ସେମାନଙ୍କୁ ଉଦ୍ଧାର କରି ତାଙ୍କ ପରିବାରକୁ ହସ୍ତାନ୍ତର କରିଛି । ଏହି ଦୁଇ...
କଟକ ୨୯/୧ : ଓଡ଼ିଶାବାସୀ ଯଦି ବିଜେପିକୁ ୫ ବର୍ଷ ପାଇଁ ଶାସନ ସୁଯୋଗ ଦେବେ ତେବେ ଓଡ଼ିଶାକୁ ବିଜେପି ଦେଶର ଏକ ନମ୍ବର ରାଜ୍ୟରେ ପରିଣତ କରିବ ବୋଲି ସ୍ୱପ୍ନ ଦେଖାଇଛନ୍ତି ଦଳର ସଭାପତି...
ନୂଆଦିଲ୍ଲୀ ୨୯/୧ : ନିର୍ବାଚନ ପାଖେଇ ଆସୁଥିବାବେଳେ କେନ୍ଦ୍ର ସରକାର ରାମ ମନ୍ଦିର ପ୍ରସଙ୍ଗକୁ ପୁଣି ଉଜ୍ଜୀବିତ କରିଛନ୍ତି । ଅଯୋଧ୍ୟା ରାମ ଜନ୍ମଭୂମି ଅଂଚଳର ନିର୍ବିବାଦ ଅତିରିକ୍ତ ଜମିକୁ ରାମ ଜନ୍ମଭୂମି ନ୍ୟାସକୁ ହସ୍ତାନ୍ତର...
ନୂଆଦିଲ୍ଲୀ ୨୯/୧ : ବିଶିଷ୍ଟ ସମାଜବାଦୀ ନେତା ତଥା ପୂର୍ବତନ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ଣ୍ଣାଡେସ ଆଉ ନାହାନ୍ତି । ଆଜି ଦିଲ୍ଲୀସ୍ଥିତ ବାସଭବନରେ ୮୮ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି ।...