ପୁରୀ ୨୯/୧ : ଆଜି ଶ୍ରୀମନ୍ଦିର ସୁଆର-ମହାସୁଆର ନିଯୋଗ ସହ ମନ୍ଦିର ପ୍ରଶାସନର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଆନନ୍ଦବଜାର ସଂସ୍କାର ସମ୍ପର୍କରେ ଆଲୋଚନା ହୋଇଥିଲା । ଏଥିରେ ମହାପ୍ରସାଦର ଦର...
ନୂଆଦିଲ୍ଲୀ ୨୯/୧ : କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଆଜି ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କୁ ଭେଟିଛନ୍ତି । ସେ ଗୋଆ ବିଧାନସଭାସ୍ଥିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଂଚି ତାଙ୍କ ସହ ପ୍ରାୟ ୧୫ ମିନିଟ କଥାବାର୍ତ୍ତା...
କଟକ ୨୯/୧ : ଆଜି ଜଗତପୁର ଅଂଚଳରେ ଏକ ତେଲ ଟ୍ୟାଙ୍କରରେ ନିଆଁ ଲାଗିଯାଇଛି । ବାଙ୍କୀରୁ ଏହି ତେଲ ଟ୍ୟାଙ୍କରଟି ଆସୁଥିବାବେଳେ ଏଭଳି ଅଘଟଣ ଘଟିଥିଲା । ଦମକଳବାହିନୀ ପହଂଚି ନିଆଁକୁ ଆୟତ୍ତ କରିଥିଲା...
ଭୁବନେଶ୍ୱର ୨୯/୧ : ବାଲିପାଟଣା ଅଗ୍ନିଶମ ଅଧିକାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଏହି ଅଧିକାରୀଜଣକ ହେଲେ ପ୍ରଫୁଲ୍ଲ ବେହେରା । ୫ ହଜାର ଟଙ୍କା ଲାଂଚ ନେଉଥିବାବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ ।
ଭୁବନେଶ୍ୱର ୨୯/୧ : ବରିଷ୍ଠ ଆଇଏଏସ ଚନ୍ଦ୍ରଶେଖର କୁମାର କେନ୍ଦ୍ରକୁ ଡେପୁଟେସନରେ ଯାଇଛନ୍ତି । ସେ ସେଠାରେ ଯୁଗ୍ମ ସଚିବ ପାହ୍ୟାରେ ଅବସ୍ଥାପିତ ହେବେ । ଚନ୍ଦ୍ରଶେଖର ରାଜ୍ୟ ପଣ୍ୟାଗାର ନିଗମର ଅଧ୍ୟକ୍ଷ ଥିଲେ ।...