ଭୁବନେଶ୍ୱର ୨୪/୧ : ରାଜ୍ୟର ୩୦ଟି ଯାକ ଜିଲ୍ଲାରେ ଗୁରୁବାର ଉଜ୍ଜ୍ୱଳା ସ୍ୱାଭିମାନ ଉତ୍ସବ ଅନୁଷ୍ଠିତ ହୋଇଛି । କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମେନକା ଗାନ୍ଧୀ ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର...
ଝାରସୁଗୁଡ଼ା ୨୪/୧ : ଝାରସୁଗୁଡ଼ା ବିଧାୟକ ନବ ଦାସ ଆଜି ବିଧିବଦ୍ଧ ଭାବେ ବିଜେଡ଼ିରେ ଯୋଗ ଦେଇଛନ୍ତି । ଝାରସୁଗୁଡ଼ାରେ ଅନୁଷ୍ଠିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଭାରେ ସେ ଶଙ୍ଖ ଧରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ...
କଟକ ୨୪/୧ : କାଳିଆକୁ ନେଇ ପୁଣି ଏକ ବିବାଦ ଦେଖାଦେଇଛି । କଣ୍ଟିଜେନ୍ସି ଫଣ୍ଡରୁ ଏହି ଯୋଜନା ପାଇଁ ଅର୍ଥ ଯୋଗାଣକୁ ବିରୋଧ କରାଯାଇଛି । ଏହା ବିରୁଦ୍ଧରେ ହାଇକୋର୍ଟରେ ହୋଇଥିବା ଆବେଦନରେ କୁହାଯାଇଛି...
ନୂଆଦିଲ୍ଲୀ ୨୪/୧ : କୋ÷ଣସି ଦମ୍ପତିଙ୍କ ୨ରୁ ଅଧିକା ସନ୍ତାନ ଥିଲେ ସେମାନଙ୍କ ମୋ÷ଳିକ ଅଧିକାର ଛିନ୍ନ କରିବା ପାଇଁ ଯୋଗ ଗୁରୁ ରାମଦେବ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ, ପ୍ରଥମେ ଏଭଳି...
ସୁବର୍ଣ୍ଣପୁର ୨୪/୧ : ସୁବର୍ଣ୍ଣପୁର ଅବକାରୀ ବିଭାଗ ୨୫ କିଲୋ ଚୋରା ଗଞ୍ଜେଇ ଜବତ କରିଛି । ଏହି ନିଶାଦ୍ରବ୍ୟ ବୋ÷ଦ୍ଧରୁ ଛତିଶଗଡ଼ ଚାଲାଣ ହେଉଥିଲା । ଏହି ଘଟଣାରେ ଦୁଇଜଣ ଯୁବକଙ୍କୁ ଗିରଫ କରାଯାଇଛି...