ବଲାଙ୍ଗିର ୩୧/୧ : ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲଙ୍କ ବିରୁଦ୍ଧରେ କ୍ରାଇମବ୍ରାଂଚ ଅଦାଲତରେ ଗୁରୁବାର ଫାଇନାଲ ଚାର୍ଜସିଟ ଦାଖଲ କରିଛି । ୬୫ ପୃଷ୍ଠାର ଏହି ଚାର୍ଜସିଟରେ ୭୬ଜଣ...
ପୁରୀ ୩୧/୧ : ଶ୍ରୀମନ୍ଦିର ଦଇତାପତି ନିଯୋଗର ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ଏଥିରେ ରବୀନ୍ଦ୍ର ଦାସ ମହାପାତ୍ର ନିଯୋଗର ସଭାପତି ନିର୍ବାଚିତ ହୋଇଥିବାବେଳେ ସୂର୍ଯ୍ୟନାରାୟଣ ସ୍ୱାଇଁ ମହାପାତ୍ର ଉପସଭାପତି ରୂପେ ନିର୍ବାଚିତ ହୋଇଛନ୍ତି...
ଖୋର୍ଦ୍ଧା ୩୧/୧ : ବୁଧବାର ବିଳମ୍ବିତ ରାତିରେ ଖୋର୍ଦ୍ଧା ଜେମାଦେଇସ୍ଥିତ ଜଣେ ଓକିଲଙ୍କ ଘରେ ବୋମା ମାଡ଼ ହୋଇଛି । ଏଥିରେ କେହି ମୃତାହତ ହୋଇନଥିଲେ ହେଁ ଘରର ଝରକା କାଚ ଭାଙ୍ଗିଯାଇଥିବାବେଳେ କବାଟ ଖଣ୍ଡଖଣ୍ଡ...
ବାରିପଦା ୩୦/୧ : ବନ୍ୟା ଦାଉରୁ ରକ୍ଷା କରିବା ପାଇଁ ବାରିପଦାରେ ରିଙ୍ଗ ରୋଡ ନିର୍ମାଣ ହେବ । କେବଳ ଏତିକି ନୁହେଁ ବାରିପଦାରେ ମଧ୍ୟ ଛଉନୃତ୍ୟ ଗବେଷଣା ପ୍ରତିଷ୍ଠାନ ସ୍ଥାପନ କରାଯିବ । ବୁଧବାର...
ପୁରୀ ୩୦/୧ : ଶ୍ରୀମନ୍ଦିରରେ କୋ÷ଣସି କାରଣରୁ ନୀତି ବିଳମ୍ବ ହେଲେ ଏଥିପାଇଁ ସେବାୟତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ନେଇଥିବା ନିଷ୍ପତ୍ତିକୁ ଗରାବଡ଼ୁ ନିଯୋଗ ଦୃଢ଼ ବିରୋଧ କରିଛି ।...