ଜଗତସିଂହପୁର ୩/୧ : କୁଜଙ୍ଗ ବିଲପାଟ ଗାଁରେ ସଂଘବଦ୍ଧ ଆକ୍ରମଣରେ ଜଣେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି । ବୁଧବାର ବିଳମ୍ବିତ ରାତିରେ କେତେକ ଦୁର୍ବୃତ୍ତ ତାଙ୍କ ଉପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ ।...
ନୂଆଦିଲ୍ଲୀ: ପିଏମ୍ଓ ଅ‘ିସର ଜଣେ ଅଧିକାରୀଙ୍କର ଲେଖାକୁ ନେଇ ସଂପ୍ରତି ଦେଶରେ ଏବଂ ବିଶେଷ କରି ଭାରତୀୟ ରେଳବାଇରେ ଆଲୋଡନ ସୃଷ୍ଟ ହୋଇଛି । କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋୟଲଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର (ପିଏମ୍ଓ) ଜଣେ...
ଭୁବନେଶ୍ୱର ୨/୧ : ବିଜୁ କୃଷକ କଲ୍ୟାଣ ଯୋଜନା -୨ରେ ସାମିଲ ହେବେ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନାର ୪୪ ହଜାର ହିତାଧିକାରୀ । ଡିସେମ୍ବର ୩୧ ତାରିଖ ପରେ ଜାତୀୟ ସ୍ୱାସ୍ଥ୍ୟ ବୀମା ଯୋଜନା...
ନୂଆଦିଲ୍ଲୀ ୨/୧ : ଏଆଇଡିଏମକେର ସଦସ୍ୟମାନେ ବୁଧବାର ଲୋକସଭାରେ ବିଶୃଙ୍ଖଳ ଆଚରଣ କରିବାରୁ ଦଳର ୨୬ ଜଣ ସାଂସଦଙ୍କୁ ୫ ଦିନ ପାଇଁ ନିଲମ୍ବିତ କରାଯାଇଛି । କାବେରୀ ନଦୀରେ କର୍ଣ୍ଣାଟକ କରୁଥିବା ମେକେଦାତୁ ପ୍ରୋଜେକ୍ଟ...
ଥିରୁବନ୍ତପୁରମ୍ ୨/୧ : ବହୁ ଚର୍ଚ୍ଚିିତ ସାବରିମାଳା ମନ୍ଦିରରେ ବୁଧବାର ଦୁଇ ମହିଳା ପଶି ପୂଜାର୍ଚ୍ଚନା କରିଛନ୍ତି । ସବୁପ୍ରକାର କଟକଣା ସେ ୍ୱ ବିନ୍ଦୁ ଓ କନକଦୁର୍ଗା ନାମ୍ନୀ ଦୁଇ ମହିଳା ଭୋର ୩ଟା...