ଭୁବନେଶ୍ୱର ୯/୧ : ରାଜ୍ୟ ମନ୍ତ୍ରିମଣ୍ଡଳ ପୁନର୍ଗଠନର ସମ୍ଭାବନା ନେଇ ଏହି କିଛିଦିନ ହେଲା କଳ୍ପନା ଜଳ୍ପନା ଲାଗି ରହିଥିଲା । ତେବେ ଏଥିରେ ପୂର୍ଣ୍ଣଛେଦ ଟାଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଗକୁ ନିର୍ବାଚନ...
ଭୁବନେଶ୍ୱର ୯/୧ : ଶ୍ରୀମନ୍ଦିର ସଂସ୍କାର ମାମଲାରେ ସୁପ୍ରିମକୋର୍ଟ ବୁଧବାର ବିଶିଷ୍ଟ ଆଇନଜୀବୀ ରଞ୍ଜିତ କୁମାରଙ୍କୁ ନୂତନ ଆମିକସ କ୍ୟୁରି ଭାବେ ନିଯୁକ୍ତି ଦେଇଛନ୍ତି । ତାଙ୍କୁ ସହାୟତା କରିବେ ଆଇନଜୀବୀ ପ୍ରିୟା ହିଙ୍ଗୁରାନୀ ।...
ପୁରୀ ୯/୧ : ଶ୍ରୀମନ୍ଦିରରେ ବୁଧବାର ଶ୍ରୀଜୀଉଙ୍କ ବନକନକ ଲାଗି ନୀତି ଅନୁଷ୍ଠିତ ହୋଇଛି । ଦତ୍ତମହାପାତ୍ର ସେବକମାନେ ସନ୍ଧ୍ୟାରେ ଏହି ଗୁପ୍ତ ସେବା କରିଥିଲେ । ଏହି ନୀତି ସମ୍ପାଦନ ଲାଗି ଶ୍ରଦ୍ଧାଳୁମାନଙ୍କ ପାଇଁ...
ବଲାଙ୍ଗିର ୯/୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଲାଙ୍ଗିର ଗସ୍ତ ସମ୍ପର୍କରେ ସବିଶେଷ ସୂଚନା ହସ୍ତଗତ ହୋଇଛି । ସେ ଆସନ୍ତା ୧୫ ତାରିଖରେ ଦିଲ୍ଲୀରୁ ବିମାନରେ ଆସି ସକାଳ ୯.୩୦ରେ ଝାରସୁଗୁଡ଼ାରେ ପହଂଚିବେ ।...
ନୂଆଦିଲ୍ଲୀ ୯/୧ : ଆସନ୍ତା ମାସ ପହିଲାରେ ସଂସଦରେ ୨୦୧୯-୨୦ ପାଇଁ ମଧ୍ୟବର୍ତ୍ତୀକାଳୀନ ବଜେଟ ଉପସ୍ଥାପନ କରାଯିବ । ସଂସଦୀୟ ବ୍ୟାପାର କେନ୍ଦ୍ର କ୍ୟାବିନେଟ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୩୧...