ମାଲକାନଗିରି ୩୧/୧୨ : ମାଲକାନଗିରି ସୀମାନ୍ତ ଛତିଶଗଡ଼ର ତୋଡ଼କି ଗ୍ରାମରେ ମାଓବାଦୀମାନେ ବର୍ବର କାଣ୍ଡ ଘଟାଇଛନ୍ତି । ସେମାନେ ମାଲମେଟା ସ୍କୁଲରେ ଚପରାଶି ଥିବା ରାମଧର ସୋରିଙ୍କୁ ରବିବାର ରାତିରେ ଘରୁ ଉଠାଇ ନେଇ ହତ୍ୟା...
ଭୁବନେଶ୍ୱର ୩୧/୧୨ : କାଳିଆ ଯୋଜନାରେ ବିଜେଡ଼ି ସରକାର ସର୍ବସାଧାରଣଙ୍କ ଅର୍ଥ ଅପବ୍ୟୟ କରୁଛି ବୋଲି ବିଜେପି ଅଭିଯୋଗ କରିଛି । ଏହି ଅଭିଯୋଗ ନେଇ ଦଳ ଖୁବ୍ଶୀଘ୍ର ରାଜ୍ୟପାଳ ଡ. ଗଣେଶୀ ଲାଲଙ୍କୁ ଭେଟି...
ବାସୁଦେବପୁର ୩୧/୧୨ : ବାସୁଦେବପୁର ଅଂଚଳର ବିଛୁପୁର ଗ୍ରାମର ଜଣେ ବ୍ୟକ୍ତିଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି । ତାଙ୍କ ଘର ଭିତରୁ ସୋମବାର ସକାଳୁ ମୃତ ଦେହ ଉଦ୍ଧାର କରାଯାଇଛି । ତାଙ୍କ ମୁଣ୍ଡ...
ଧାମନଗର ୩୧/୧୨ : ଧାମନଗର ବ୍ଲକ୍ ଧୁବଲ ପଂଚାୟତର ନିର୍ବାହୀ ଅଧିକାରୀ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଜଣେ ଠିକାଦାରଙ୍କଠାରୁ ଟଙ୍କା ନେବାବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ । ଠିକାଦାରଙ୍କ ବିଲ ପାଶ୍...
କଟକ ୩୧/୧୨ : ଅବକାରୀ ବିଭାଗ କଟକର ବାଦାମବାଡ଼ି ଅଂଚଳରେ ଚଢ଼ାଉ କରି ୬୦ ଗ୍ରାମ୍ ଓଜନର ବ୍ରାଉନସୁଗାର ଜବତ କରିଛି । ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୭ ଲକ୍ଷ ଟଙ୍କା ହେବ ।...