ପୁରୀ ୨୯/୧୨ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସେବାକୁ ରାଜ୍ୟ ଯୋଜନାର ଶୀର୍ଷରେ ରଖିବା ପାଇଁ ଗଜପତି ମହରାଜା ଶ୍ରୀ ଦିବ୍ୟସିଂହ ଦେବ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ଶ୍ରୀମନ୍ଦିରରେ ଗତକାଲି ସୃଷ୍ଟି ହୋଇଥିବା ଗଣ୍ଡଗୋଳ...
ପୁରୀ ୨୯/୧୨ : ଶ୍ରୀମନ୍ଦିରରେ ବିଶୃଙ୍ଖଳା ବନ୍ଦ ହେବାର ନାଁ ଧରୁନି । ଶୁକ୍ରବାର ଦିନ ସେବାୟତଙ୍କ ଅସହଯୋଗ ଯୋଗୁ ଦୀର୍ଘ ୧୪ ଘଣ୍ଟା ଧରି ଠାକୁର ଅଖିଆ ଅପିଆ, ଅପୂଜା ରହିଥିବାବେଳେ ଆଜି ପୁଣି...
ବାଙ୍କୀ ୨୯/୧୨ : ନିକଟସ୍ଥ କୁଶପଙ୍ଗା ଗ୍ରାମର ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଚୈତନ୍ୟ ପରିଡ଼ା ନାମକ ଏହି ଚାଷୀ ଜଣକ ଚାଷ ପାଇଁ ଋଣ କରିଥିଲେ । କିନ୍ତୁ ବିଭିନ୍ନ...
ସୁନ୍ଦରଗଡ଼ ୨୯/୧୨ : ବଣାଇ ଚାନ୍ଦିପୋଷ ଅଂଚଳରେ ଦୁଇ ଜଣ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । କିଛିଦିନ ତଳେ ୩ଜଣ ଯୁବକ ଅନ୍ୟ ଏକ ଗ୍ରାମକୁ ଦୁଇ ନାବାଳିକାଙ୍କୁ ଯାତ୍ରା ଦେଖାଇ ନେବା...
ଭୁବନେଶ୍ୱର ୨୯/୧୨ : ଆସନ୍ତା ୩୧ ତାରିଖରେ ବିଜେପି ପକ୍ଷରୁ କ୍ରାଇମବ୍ରାଂଚ ଅଫିସ ଘେରାଉ କରାଯିବ । ପିପିଲି ଗଣଦୁଷ୍କର୍ମ ମାମଲାରେ କ୍ରାଇମବ୍ରାଂଚ ସଠିକ୍ ତଦନ୍ତ କରିନଥିବା ଅଭିଯୋଗ କରି ତାହା ବିରୁଦ୍ଧରେ ଆନ୍ଦୋଳନ ପାଇଁ...