ଭୁବନେଶ୍ୱର ୩/୧ : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଅଂଚଳରେ ଗତ ବିଧବାରଦିନ ଘଟିଥିବା ନୋ÷କା ଦୁର୍ଘଟଣା ସମ୍ପର୍କରେ ତଦନ୍ତ ଚାଲିଛି ଏବଂ ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପରିବହନ ମନ୍ତ୍ରୀ ନୃସିଂହ...
ଭୁବନେଶ୍ୱର ୩/୧ : ପିପିଲି ଗଣଦୁଷ୍କର୍ମ ପ୍ରସଙ୍ଗକୁ ନେଇ ଗୁରୁବାର ରାଜ୍ୟ ମହିଳା କଂଗ୍ରେସ ପକ୍ଷରୁ ନବୀନ ନିବାସ ଘେରାଉ ଉଦ୍ୟମ ହୋଇଛି । ତେବେ ଶିଶୁଭବନ ଛକରେ ବିକ୍ଷୋଭକାରୀମାନଙ୍କୁ ପୋଲିସ ଅଟକାଇ ଦେବାରୁ ସେମାନେ...
ଭୁବନେଶ୍ୱର ୩/୧ : ନିକଟରେ ବିଜେପି ଛାଡ଼ିଥିବା ବିଧାୟକ ଦିଲ୍ଲୀପ ରାୟ ନିଜର ନିର୍ବାଚନ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଗୁରୁବାର ରାଉରକେଲାଠାରେ ନିଜ ସମର୍ଥକ ଓ ସହଯୋଗୀମାନଙ୍କ ସହ ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ଆଲୋଚନା...
ମାଲକାନଗିରି ୩/୧ : ମଦ୍ୟପ ପିତାର ନିର୍ଯାତନା ବେଳକୁ ବେଳ ଅସହ୍ୟ ହୋଇଗଲା । ଏଥିରେ ଅତିଷ୍ଠ ହୋଇପଡ଼ିଲେ ଝିଅ ଓ ମା’ । ଶେଷରେ ଦୁହେଁ ମିଶି ତାଙ୍କୁ ପଥରରେ ଛେଚି ହତ୍ୟା କଲେ...
ପୁରୀ ୩/୧ : ପୁରୀ ଜିଲ୍ଲାରେ ଏବେ ପକ୍ଷୀ ଗଣନା ଆରମ୍ଭ ହୋଇଛି । ଏହି ପ୍ରକ୍ରିୟାରେ ୫ଟି ଜୋନ୍ର ପକ୍ଷୀ ଗଣନା କରାଯାଉଛି । ବ୍ରହ୍ମଗିରି ବନ୍ୟପ୍ରାଣୀ ବନଖଣ୍ଡର ୩ଟି ଜୋନ୍ରେ ଗୁରୁବାର ଗଣନା...