ବାଲେଶ୍ୱର ୨୩/୧୨ : ଚାନ୍ଦିପୁର ପରୀକ୍ଷଣ କେନ୍ଦ୍ରର ଦୂରଗାମୀ ବାଲାଷ୍ଟିକ କ୍ଷେପଣାସ୍ତ୍ର ଅଗ୍ନି-୪ର ସଫଳ ଉତକ୍ଷେପଣ ହୋଇଛି । ଧାମରା ଅବଦୁଲ କଲାମ ଦ୍ୱିପର ୪ନଂ ଲଂଚପ୍ୟାଡରୁ ଅଗ୍ନି-୪ର ସଫଳ ପରୀକ୍ଷଣ ହୋଇଥିବା ଜଣାପଡିଛି ।...
ଭଦ୍ରକ ୨୩/୧୨ : ଭଦ୍ରକ ବନ୍ତ ଛକ ନିକଟରେ ରବିବାର ସକାଳୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ରାସ୍ତାରେ ଛିଡା ହୋଇଥିବା ଏକ ଟ୍ରକକୁ ପଛରୁ ଆସୁଥିବା ଏକ ମାଲବୋଝେଇ ଟ୍ରକ ଧକ୍କା ଦେଇଛି...
ଭୁବନେଶ୍ୱର ୨୩/୧୨ : ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ଭୁବନେଶ୍ୱରରେ । ରବିବାର ସ୍ୱତନ୍ତ୍ର ବିମାନରେ ସପରିବାରେ ଭୁବନେଶ୍ୱରରେ ପହଂଚିଛନ୍ତି କେସିଆର । ସେ ୨ ଦିନିଆ ଗସ୍ତରେ ଓଡ଼ିଶା ଆସିଛନ୍ତି । ଆଜି ସନ୍ଧ୍ୟାରେ...
ସମ୍ବଲପୁର ୨୩/୧୨ : ରାସ୍ତାରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଚିପିଲିମା ଫାଣ୍ଡି ଅନ୍ତର୍ଗତ ସାତୁପାଲି ଛକ ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । କେହି ଦୁର୍ବୃତ୍ତ ତାଙ୍କୁ...
ନୂଆଦିଲ୍ଲୀ ୨୩/୧୨ : ଶନିବାର ବିଳମ୍ବିତ ରାତ୍ରିରେ ଇଣ୍ଡୋନେସିଆରେ ହୋଇଥିବା ସୁନାମୀରେ ୧୬୮ ଜଣଙ୍କ ଜୀବନ ଚାଲିଯାଇଥିବାବେଳେ ୬୦୦ରୁ ଉଦ୍ଧ୍ୱର୍ ଆହତ ହୋଇଥିବା ଜଣାଯାଇଛି । ଉଦ୍ଧାର କାର୍ଯ୍ୟ ଏବେ ମଧ୍ୟ ଜାରି ରହିଛି ।...