ସମ୍ବଲପୁର ୧୯/୧୨ : ସମ୍ବଲପୁର ଜେଲ୍ ରୋଡରେ ଥିବା ମାଧ୍ୟମିକ ଶିକ୍ଷା ପରିଷଦ ଶାଖା କାର୍ଯ୍ୟାଳୟରେ ଆଜି କିଛି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛନ୍ତି । ପୂର୍ବାହ୍ନରେ ୭-୮ଜଣ ଯୁବକ କାର୍ଯ୍ୟାଳୟ ଭିତରେ ପଶି କର୍ମଚାରୀମାନଙ୍କ୍ୁ...
କଳାହାଣ୍ଡି ୧୯/୧୨ : କଳାକାଣ୍ଡିରେ ଜଣେ ଗୁରୁଙ୍କ ଅପକର୍ମ ସ୍ଥାନୀୟ ଅଂଚଳରେ ଆଲୋଡନ ସୃଷ୍ଟି କରିଛି । ବାଳକୃଷ୍ଣ ମହାପାତ୍ର ନାମକ ଏହି ପ୍ରଧାନଶିକ୍ଷକ ଜଣକ ଜଣେ ନବମ ଶ୍ରେଣୀ ଚାତ୍ରୀଙ୍କ ଦୁଷ୍କର୍ମ କରିଥିବା ଅଭିଯୋଗ...
ଯୋଡ଼ା ୧୯/୧୨ : କିଛି ଦୁର୍ବୃତ୍ତ ଜଣେ ୧୨ ବର୍ଷର ବାଳକକୁ ପିଟିପିଟି ହତ୍ୟା କରିଛନ୍ତି । ଚନ୍ଦନ ମୁଣ୍ଡା ନାମକ ଏହି ବାଳକ ଜଣକ ଗତକାଲି ଦୁଇ ସାଙ୍ଗଙ୍କ ସହ ବଜାରକୁ ଯାଇଥିଲା ।...
ଭୋଗରାଇ ୧୯/୧୨ : ଭୋଗରାଇ ବ୍ଲକ୍ ଗୋପୀନାଥପୁରର ନାରଣପୁର ଗାଁରେ ଏକ ଦୁଃଖଦ ଘଟଣା ଘଟିଛି । ଗ୍ରାମ ପୋଖରୀ ନିକଟରେ ଦୁଇଜଣ ପିଲା ଖେଳୁଥିବାବେଳେ ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି । ପିଲା ଦୁଇଟିଙ୍କୁ...
ଦିଲ୍ଲୀ ୧୯/୧୨ : ଆଇଏନଏକ୍ସ ମିଡ଼ିଆ ଦୁର୍ନୀତି ମାମଲାରେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ ସ୍ଥାନୀୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି । ଏହି ଦୁର୍ନୀତିରେ...